ଅମାନିଆ ୨ ଚକିଆ ଚାଳକ ୩୯ ହଜାର ତଣ୍ଡ ଗଣିଲେ,

ଓଡ଼ଗାଁ,୧୮/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳରେ ଅମାନିଆ ଗାଡ଼ି ଚାଳକଙ୍କ ଉପରେ ଓଡ଼ଗାଁ ପୋଲିସ୍ ନଜର ରଖିଥିବା ବେଳେ ସୋମବାର ଏବଂ ମଙ୍ଗଳବାର ୨ ଦିନରେ ୩୯ ହଜାର ଟଙ୍କାର ଜରିମାନା କଟାଯାଇଥିବା ଜଣାପଡିଛି । ବିଶେଷ କରି ଏକାଧିକ ସଂଖ୍ୟାରେ ଯୁବକମାନେ…

ପୂର୍ବରୁ ସବୁ ଯୋଜନା ସାହୁ ଏବଂ ସ୍ୱାଇଁ ଘରେ ସୀମିତ ଥିଲା, ଏବେ ଲୋକଙ୍କ ନିକଟରେ ପହଞ୍ଚୁଛି: ମନ୍ତ୍ରୀ ଗୋକୁଳାନନ୍ଦ…

 ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ;  ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ନୋଡାଲ୍ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ପଡିଆରେ ଆୟୋଜିତ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୫କୁ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ…

ବ୍ରହ୍ମପୁର ଆଇଜର ପରିସରରେ ୧୦୮ ଫୁଟ ଉଚ୍ଚ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ

- ଦେଶର ପ୍ରଥମ ଆଇଜର ଭାବେ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନର ଗୌରବ - ଫ୍ଲାଗ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ପକ୍ଷରୁ ୧୮୭ତମ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ ଭୁବନେଶ୍ୱର, ୧୮/୧୧: ଦେଶଭକ୍ତିର ଏକ ଗୌରବମୟ ସମାରୋହରେ ବ୍ରହ୍ମପୁରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ସାଇନ୍ସ…

ନିଖିଳ ଭାରତ ସମବାୟ ସପ୍ତାହ ପାଳିତ: ନୟାଗଡ଼ ସମବାୟରେ ସମନ୍ୱୟ ଅଭାବ,ପ୍ରଶ୍ନବାଣରେ ଘାଇଲା ବ୍ୟାଙ୍କ ସମ୍ପାଦକ

 ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ଜିଲ୍ଲା ସମବାୟ ବିଭାଗ ଆନୁକୁଲ୍ୟରେ ଆଜି ସୃଜନ ସଭାଗୃହରେ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ ହୋଇଯାଇଛି । ଆୟୋଜିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ସମବାୟ ଉପନିବନ୍ଧକ ଅନନ୍ତ ନାରାୟଣ ନାୟକଙ୍କ…

ସର୍ଦ୍ଦାର ବଲ୍ଲବଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରେ ମାର୍ଶାଘାଇ ଠାରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ।

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲା ପ୍ରଶାସନ(କ୍ରୀଡା ବିଭାଗ ) ଏବଂ ମାର୍ଶାଘାଇ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଲୌହ ମନବ ସର୍ଦ୍ଦାର ବଲ୍ଲବଭାଇ ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି | ମହାକାଳପଡ଼ା,…

ଓଡ଼ଗାଁ ପଞ୍ଚାୟତ ସମିତି ଦଶମ ସାଧାରଣ ଅଧିବେଶନ ଅନୁଷ୍ଠିତ, ୯ କୋଟି ୬୦ ଲକ୍ଷ ଟଙ୍କାରେ ନିର୍ମାଣ ହେବ ବୈଷ୍ଣୋଦେବୀ…

୨୫ ତାରିଖରେ ମନରେଗା ଯୋଜନା ସମ୍ବନ୍ଧୀୟ ସ୍ବତନ୍ତ୍ର ସମନ୍ବୟ ବୈଠକ ଓଡ଼ଗାଁ,୧୮/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ବ୍ଳକ କନଫରେନ୍ସ ହଲରେ ଦଶମ ସାଧାରଣ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଉପାଧ୍ୟକ୍ଷ…

୬୪ତମ ଶରଣକୁଳ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ବରଗଡ଼ ୧-୦ ଗୋଲରେ ବିଜୟୀ,

ଓଡଗାଁ,୧୮/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ଲଡ଼ୁକେଶ ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଚାଲିଥିବା ୬୪ତମ ସର୍ବ ଭାରତୀୟ ଫୁଟବଲ ଟୁଣ୍ଣାର୍ମେଣ୍ଟର ୩ୟ ଦିବସ ମଙ୍ଗଳବାର ଗ୍ରୁପ ବି’ର ଖେଳରେ ୟୁନାଇଟେଡ…

ଜଗତସିଂହପୁର ରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ସଚେତନତା ରଥ ଉଦଘାଟିତ

ଜଗତସିଂହପୁର,ତା-୧୮.୧୧.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡ଼ିଆ ପରିସରରେ ଶୂନ୍ୟ ମୃତାହତ ପକ୍ଷ ସଚେତନତା ରଥ ଉଦଘାଟିତ ହୋଇ ଯାଇଛି|ନଭେମ୍ବର ୧୮ ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲା ବୁଲିବାକୁ…

ଦୁର୍ଗେଇ ଖୋଲ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

 ପଦ୍ମପୁର:- ପ୍ରସିଦ୍ଧ ଗନ୍ଧମାର୍ଦନ ପର୍ବତ ରେ ଥିବା ଦୁର୍ଗେଇ ଖୋଲ ରେ ପ୍ରତି ବର୍ଷ ଦୁର୍ଗେଇଖୋଲ ଦୁର୍ଗା ଦେବୀଙ୍କ ମାର୍ଗଶିର ମାସ ଶେଷ ଗୁରୁବାରପୁର୍ଣିମା ଦିନ ପୁଜା ସହ ଯାତ୍ରା ଅନୁଷ୍ଠିତ ହୋଇ ଥାଏ। ଏନେଇ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମିଠାପାଲି ଗ୍ରାମ ପଞ୍ଚାୟତ…

ପ୍ରତ୍ୟେକ ଗ୍ରାମରେ ପହଞ୍ଚିବ ସରକାରୀ ଯୋଜନା, କୋଟିପତି ହେବେ ଚାଷୀ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ନଭେମ୍ବର ମାସ ମଙ୍ଗଳବାର ୧୮ ତାରିଖ ୨୦୨୫ ଦିବସରେ ଭଞ୍ଜନଗର ଜଳ ସମ୍ପଦ ବିଭାଗ ଡ଼ାକବଙ୍ଗଳା ପଡିଆରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ…