ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କ ଜନ୍ମ ଜୟନ୍ତୀ ପାଳିତ : ୫୦ୟୁନିଟ ରକ୍ତ ସଂଗ୍ରହ ।
ପଦ୍ମପୁର:- ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବିଜୟରଞ୍ଜନ ସିଂ ବରିହା ଙ୍କ ୬୮ ତମ ଜନ୍ମ ଜୟନ୍ତୀ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଧାୟିକା ବର୍ଷା ସିଂ ବରିହା ଓ ତାଙ୍କ ଭାଇ ଭୋଜରାଜ୍ ସିଂ ବରିହା ପ୍ରଥମେ ରାଜଘାଟ ସ୍ଥିତ ସ୍ବର୍ଗତ…