ନୟାଗଡରେ ଯୁବକଙ୍କୁ ପିଟି ପିଟି ହତ୍ୟା
ନୟାଗଡ(ବିଶ୍ୱଜିତ ନାୟକ):- ନୟାଗଡ ଟାଉନ ଥାନା ବୃନ୍ଦାବନପୁରରେ ଯୁବକଙ୍କୁ ପିଟିପିଟି ହତ୍ଯା । ପାରିବାରିକ ବିବାଦରୁ ହତ୍ଯାକାଣ୍ଡ ହୋଇଥିବା ଜଣାପଡିଛି । ମୃତକ ହେଲେ ପିଣ୍ଟୁ ମାଝୀ ।ବୃନ୍ଦାବନପୁର ଗାଁର କୈଳାଶ ମାଝୀ ଏବଂ ତାଙ୍କ ଭିଣୋଇଙ୍କ ସହ ଦିର୍ଘଦିନ ହେଲା ପାରିବାରିକ ବିବାଦ ରହିଥିଲା ।…