(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଆଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗୁଣପୁର ଶାଖା ତରଫରୁ ଗୁଣପୁର wisdom କୋଚିଂ ସେଣ୍ଟର, ଗୁଣପୁର ମହାବିଦ୍ୟାଳୟ, ଡମ୍ବସରl ଆମ୍ବେଦକର ବିଦ୍ୟାଳୟ, ଆର .ଜି ମହାବିଦ୍ୟାଳୟ ପଦ୍ମପୁର ଠାରେ ରାଷ୍ଟ୍ରିୟ ଯୁବ ଦିବସ ପାଳିତ l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପ୍ରମୂଖ ଶେଷଶାୟୀ ସେନାପତି, ବିଭାଗ ପ୍ରମୂଖ ଉମା ଦାଶ, ନଗର ସଭାପତି, ଉପସଭାପତି, ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ଗୌରବ ପଣ୍ଡା, ଯାନ୍ତ୍ରିକ ଛାତ୍ର ପ୍ରମୁଖ ସନ୍ଦିପ ଆସେ, ନଗର ସମ୍ପାଦକ ଆଦିତ୍ୟ ପାଢ଼ୀ, ଓଁ ବାଉରୀ, ସୌରଭ ଶବର, ଅଧ୍ୟାପକ ଦୂର୍ଗା କର ଓ ବି ସତୀଶ କୁମାର ପ୍ରମୂଖ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.