
ଝାରସୁଗଡ଼ା:ଝାରସୁଗୁଡ଼ା ଜିଲ୍ଲା ବଡମାଲ ଥାନାରେ ଦିଲୀପ ବେହେରା ନୂତନ ଥାନାଧିକାରୀ ଭାବେ ଯୋଗ ଦେଇଛନ୍ତି।ସେ ପୂର୍ବରୁ ଲାଇକରା ଥାନାରେ ଆଇ ଆଇ ସି ଭାବେ ଅବସ୍ଥାପିତ ଥିଲେ।ବଡମାଲ ଥାନାଧିକାରୀ ରାଜେନ୍ଦ୍ର ଶିଆଳ ଡିଏସପି ପଦୋନ୍ନତି ପାଇ ସୁନ୍ଦରଗଡ ଜିଲ୍ଲାରେ ଯୋଗଦେଇଛନ୍ତି।ଝାରସୁଗୁଡ଼ା ର ବଡମାଲ ଥାନା ଅଞ୍ଚଳ ଶିଳ୍ପ ବହୁଳ ହୋଇଥିବାରୁ ଏଠାରେ ଶ୍ରୀ ବେହେରା ଆଇନ ଶୃଙ୍ଖଳା ପରିସ୍ଥିତି ଓ ଟ୍ରାଫିକ ବ୍ୟବସ୍ଥାକୁ ବିଶେଷ ଧ୍ୟାନ ଦେବେ ବୋଲି କହିଛନ୍ତି।
Sign in
Sign in
Recover your password.
A password will be e-mailed to you.