ବୃଦ୍ଧ ବୟସରେ ସାହାରା ହେଲା ବୟୋ ବନ୍ଦନା କାର୍ଡ, କାର୍ଡ ନଥିଲେ ଜୀବନ ପାଇନଥାନ୍ତି
ଭୁବନେଶ୍ୱର,୧୬/୧୧:"ବୁଢ଼ା କାଳରେ ସାହା ହେଲା ଆୟୁଷ୍ମାନ ବୟୋ ବନ୍ଦନା କାର୍ଡ । କଷ୍ଟରୁ ରକ୍ଷା କଲା ନୂଆ ଜୀବନ ଦେଲା" । ଏପରି କହିଛନ୍ତି ଖୋର୍ଦ୍ଧା ଜିଲ୍ଲା କାଉପାଳ ପଞ୍ଚାୟତର ହଳଦିଆ ଗ୍ରାମ ନିବାସୀ ପ୍ରାୟ ୮୪ ବର୍ଷ ବୟସ୍କ ବରିଷ୍ଠ ନାଗରିକ ବିଶ୍ଵନାଥ ସେଠୀ । ତାଙ୍କର ପୁଅ ବିନାୟକ ସେଠୀ…