ବେଲଗୁଣ୍ଠାରେ ପବିତ୍ର ଶ୍ରୀପଞ୍ଚମୀ ଅବସରରେ ଦଣ୍ଡନାଚ ନାଟ୍ୟ ପୁସ୍ତକ ପୂଜା ଅନୁଷ୍ଠିତ
ବେଲଗୁଣ୍ଠା-(ଶିବରାମ ଚୌଧୁରୀ )-କଳା ଓ ସଂସ୍କୃତିର ସହର ବେଲଗୁଣ୍ଠାରେ ଆଗାମୀ ଏପ୍ରିଲ ମାସରେ ଅନୁଷ୍ଠିତ ହେବାକୁ ଥିବା ପ୍ରସିଦ୍ଧ ଦଣ୍ଡନାଚ ପାଇଁ ପ୍ରଥମ ସୋପାନର ଶୁଭାରମ୍ଭ ହୋଇଛି। ପବିତ୍ର ଶ୍ରୀପଞ୍ଚମୀ ତିଥିରେ ସ୍ଥାନୀୟ ଅଞ୍ଚଳରେ ପାରମ୍ପରିକ ରୀତିନୀତି ଅନୁଯାୟୀ ନାଟ୍ୟ ପୁସ୍ତକ ପୂଜା…