ରାଜଯୋଗିନୀ ବ୍ରହ୍ମାକୁମାରୀ ଡ.କମଲେଶ ଦିଦିଙ୍କର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ l
ଖୋରଧା ରୁ( ସେକ ଜାଫର) ମଙ୍ଗଳା ନଗର ଠାରେ ଅବସ୍ଥିତ ବ୍ରହ୍ମାକୁମାରୀ ସେବାକେନ୍ଦ୍ର ପରିସରରେ ସଂସ୍ଥାର ଈଶ୍ଵରୀୟ ଜ୍ଞାନକୁ ୧୯୭୩ ମସିହାରେ ଉତ୍କଳ ଧରଣୀ ରେ ପ୍ରଥମ କରି ପ୍ରଦାନ କରିଥିବା ରାଜଯୋଗିନୀ ବ୍ରହ୍ମାକୁମାରୀ ଡ. କମଲେଶ ଦିଦିଜୀ ଙ୍କର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସେ…