ସମନ୍ୱିତ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ଲାଗି ପ୍ରଥମ ଗ୍ରାମସଭା ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ।
ଜମି ହରାଉଥିବା ୧୮ ଜଣଙ୍କ ଭିତରୁ ୬ଜଣ ଆସି ଲିଖିତ ଦାବୀ ଦେଲେ।
କେନ୍ଦୁଝର,(ଦିଲ୍ଲୀପ ସାହୁ) ତା୧୨/୧୨- ଆଜି କେନ୍ଦୁଝର ଜିଲ୍ଲାର ପାଟଣା ବ୍ଲକ ଅନ୍ତର୍ଗତ ଚେମଣା ପଞ୍ଚାୟତର ଭୃଙ୍ଗରାଜ ଗ୍ରାମରେ ପୂର୍ବାହ୍ନ ସାଢେ ଦଶଟା ବେଳେ ସମନ୍ୱିତ ଇସ୍ପାତ କାରଖାନା ପ୍ରତିଷ୍ଠା ଲାଗି ଗ୍ରାମ ସଭା…