ଯୁକ୍ତ ୩ ଛାତ୍ର ର ସଲୀଳ ସମାଧୀ।

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମ ପୁର ତାରାତାରିଣୀ ମହାବିଦ୍ୟାଳୟରେ ଅଧ୍ୟୟନ ରତ ଯୁକ୍ତ ତିନି ଛାତ୍ର ସୁମିତ୍ କୁମାର ମିଶ୍ର ରୁଷିକୁଲ୍ୟା ନଦୀର ସ୍ରୋତରେ ଭାସି ପ୍ରାଣ ହରାଇଛନ୍ତି। ମୃତ ଛାତ୍ରଙ୍କ ଘର ନିକଟସ୍ଥ ଖଣ୍ଡଦେଉଳି ପଞ୍ଚାୟତ ଝରାକୁଆଳି ଗ୍ରାମରେ ଓ ସେ କିଛି ସାଙ୍ଗ ମାନଙ୍କ ସହିତ କଲେଜ ର

ଲାଞ୍ଚ ନେବାବେଳେ ଭିଜିଲାନସ୍ ହାତରେ ଧରାପଡିଲେ ସିଡ଼ିପିଓ ଓ ରାଜସ୍ୱ ସହାୟକ।

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଅଞ୍ଚଳରେ ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଘର ଭଡ଼ା ଟଙ୍କା ମଞ୍ଜୁର ପାଇଁ ଜନୈକା ଅଙ୍ଗନବାଡି କର୍ମୀ କୁ ୩୦ ହଜାର ଟଙ୍କା ଦାବି କରିଥିଲେ ସିଡ଼ିପିଓ ଉମା ପାତ୍ର ଓ ରାଜସ୍ବ ସହାୟକ ନରସିଂହ ବେହେରା। ଏତଦବ୍ୟତୀତ ଆଗାମୀ ଦିନରେ ଘରଭଡ଼ା ମଧ୍ୟ ବନ୍ଦ କରିବା ଧମକ

ଗୋବରା ରେ ଶାନ୍ତି ହୋମ

ବେଲଗୁଣ୍ଠା, ୨୦/୦୯,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ ଗୋବରା ଗ୍ରାମ ରେ ପ୍ରତିବର୍ଷ ପରି ଚଳିତ ବର୍ଷ ଭାଦ୍ରବ ମାସ ଶୁକ୍ଳ ନବମୀ ତିଥି ରେ ଗ୍ରାମ ପରିଚାଳନା ମୁଖ୍ୟ ରାମକୃଷ୍ଣ ପାତ୍ରଙ୍କ ଅଧକ୍ଷତାରେ ଶ୍ରୀଜଗନ୍ନାଥ ମନ୍ଦିର ଶାନ୍ତି ହୋମ ଅନୁଷ୍ଠିତ ହୋଇଯାଇଛି l କର୍ତ୍ତା ରୂପେ

ଅବସରପ୍ରାପ୍ତ ବାୟୁସେନା କର୍ମଚାରୀଙ୍କ ପରଲୋକ

ବେଲଗୁଣ୍ଠା, 20/9: -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ୍‌ ଗୋବରା ନିକଟସ୍ଥ ବାସୁଦେବପୁର ଗ୍ରାମର ଅବସରପ୍ରାପ୍ତ ଭାରତୀୟ ବାୟୁ ସେନା କର୍ମଚାରୀ ଅଜୟ କୁମାର ଶତପଥୀ (୭୩)ଙ୍କ ଶନିବାର ସକାଳ ପ୍ରାୟ ୬ଟା ସମୟରେ ପରଲୋକ ଘଟିଛି। ସେ ଜଣେ ଧର୍ମପରାୟଣ, ପରୋପକାରୀ ଓ ମିଷ୍ଟଭାଷୀ ବ୍ୟକ୍ତି

ଘୁମୁସର ପ୍ଲମ୍ବର୍ ଓ ଇଲେକ୍ଟ୍ରିକାଲ ସଂଘର ବିରାଟ ଓ ଭବ୍ୟ ବୈଠକ ଅନୁଷ୍ଠିତ: ଭଞ୍ଜନଗରରେ ନୂତନ ସ୍ଥାୟୀ କମିଟି ଗଠିତ ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ​ଭଞ୍ଜନଗର, ୨୦ ସେପ୍ଟେମ୍ବର ୨୦୨୬: ଭଞ୍ଜନଗର ଭେଜିପୁଟ୍ ରେ ଥିବା ଭବ୍ୟ ଆକର୍ଷଣୀୟ ମାଁ ବ୍ରାହ୍ମଣୀଦେବୀ ମନ୍ଦିର

ଡିଏଭିରେ ଆୟୋଜିତ ହେଲା ‘ନେଚର କ୍ୟାମ୍ପ

ବିଦ୍ୟାଳୟର ଜୈବ ବିବିଧତା ଅନୁସନ୍ଧାନ ଓ ସଂରକ୍ଷଣ ଉପରେ ଗୁରୁତ୍ୱ ଝାରସୁଗୁଡ଼ା, ୨୦/୦୯/୨୦୨୬: ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ପରିସରରେ ବିଦ୍ୟାଳୟର ଜୈବ ବିବିଧତା ଅନୁସନ୍ଧାନ ଓ ସଂରକ୍ଷଣ ଉପରେ ଆଧାରିତ ‘ନେଚର କ୍ୟାମ୍ପ’ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ

ନୂଆଁଖାଇ ଭେଟଘାଟରେ ଝାରସୁଗୁଡ଼ାରେ ଝୁମିଲେ ହଜାର ହଜାର ଲୋକ

ନବ ଦାସ ଫାଉଣ୍ଡେସନ ପକ୍ଷରୁ ଭବ୍ୟ ସାଂସ୍କୃତିକ ସନ୍ଧ୍ୟା, ବିଭିନ୍ନ କ୍ଷେତ୍ରର ବ୍ୟକ୍ତିତ୍ୱ ସମ୍ମାନିତ ଝାରସୁଗୁଡ଼ା, ୨୦: ନୂଆଁଖାଇ ପର୍ବର ଭାଇଚାରା, ଏକତା ଓ ପଶ୍ଚିମ ଓଡ଼ିଶାର ସମୃଦ୍ଧ ସଂସ୍କୃତିକୁ ନେଇ ଝାରସୁଗୁଡ଼ା ବେହେରାମାଳସ୍ଥିତ ନବ ଦାସ ଅଡିଟୋରିୟମରେ ନବ ଦାସ ଫାଉଣ୍ଡେସନ

ଜିଲ୍ଲା ପ୍ରେସ କ୍ଲବର ବାର୍ଷିକ ଉତ୍ସବରେ ସାମ୍ବାଦିକ ଓ ସମାଜସେବୀ ସମ୍ବର୍ଦ୍ଧିତ

ଝାରସୁଗୁଡ଼ା, ୨୦/୯: ଝାରସୁଗୁଡ଼ା ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ବାର୍ଷିକ ଉତ୍ସବ ଓ ନୂଆଁଖାଇ ଭେଟଘାଟ ଉତ୍ସବମୁଖର ପରିବେଶରେ ଆୟୋଜିତ ହୋଇଛି। ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ଅଡିଟୋରିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦିନତମାମ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନଧର୍ମୀ

ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ ବ୍ଲକସ୍ଥିତ କଇଠପଦର ଆଦର୍ଶ ବିଦ୍ୟାଳୟ ପ୍ରାଙ୍ଗଣ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୋହନା ବିଧାୟକ ଦାଶରଥୀ ଗମାଙ୍ଗ , ଗଜପତି ଜିଲ୍ଲା ପରିଷଦର ସଭାପତି ଗାବରା ତିରୁପତି ରାଓ ,

ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଙ୍ଘ ଗଜପତି ଶାଖାର ସାଧାରଣ ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ କ୍ଷୁଦ୍ର ଜଳ ସେଚନ ବିଭାଗ ପରିସରରେ ଥିବା ଡିପ୍ଲୋମା ଇଂଜିନିୟର ସେବା ସଂଘର କନଫରେନ୍ସ ହଲ୍ ଠାରେ ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଙ୍ଘ ଗଜପତି ଶାଖା ପକ୍ଷରୁ ସାଧାରଣ ବୈଠକ