ଧାନ କଳା ବଜାରୀ କାରବାରକୁ ରୋକିବା ପାଇଁ ଏକତ୍ରିତ ହେଲେ ନୁଆଁ ଗୁଡ଼ା ଗ୍ରାମବାସି
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ନାଲାଗୁଣ୍ଠି ପଂଚାୟତ MV ୭୯ ଥାନା ଅନ୍ତର୍ଗତ ନୂଆଗୁଡା ଗ୍ରାମରେ ଏକ ଆଚାର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି l ଗତକାଲି ମଧ୍ୟ ରାତିରେ ଆସି ଜଣେ ଧାନ ବେପାରୀ ଗ୍ରାମରେ କିଛି ଲୋକଙ୍କ ଘରେ ଧାନ ବସ୍ତା…