ଯୋରନ୍ଦା ଫାଣ୍ଡି ଅଞ୍ଚଳରୁ ନିଖୋଜ ଦେବରାଜ ଠାବ, ବୃଦ୍ଧାଶ୍ରମରୁ ଆଣିଲେ ଝିଅ
ଓଡ଼ଗାଁ,୨୬।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଓଡ଼ଗାଁ ଏନ୍ଏସି ରଘୁନାଥ ମନ୍ଦିର ପାଖ ଅଧିକାରୀ ସାହିର ନିଖୋଜ ଦେବରାଜ ଡାକୁଆଙ୍କୁ ଯୋରନ୍ଦା ଫାଣ୍ଡି ଅଞ୍ଚଳରୁ ଠାବ କରି ସେଠାରେ ଥିବା ଗୋଟିଏ ବୃଦ୍ଧାଶ୍ରମରେ ରଖାଯାଇଥିବା ବେଳେ ଖବର ପାଇ ଦେବରାଜଙ୍କ ଝିଅ ବାପାଙ୍କୁ…