ଟ୍ରାଇର ସ୍ୱାଧୀନ ଡ୍ରାଇଭ୍ ଟେଷ୍ଟରେ ଜିଓର ସର୍ବାଧିକ ଡାଉନଲୋଡ୍ ସ୍ପିଡ୍ ପ୍ରଦର୍ଶନ
- ରାଉରକେଲା ସହର ଏବଂ ଭୁବନେଶ୍ୱର-ରାଉରକେଲା ରାଜପଥରେ ହୋଇଥିବା ଏହି ପରୀକ୍ଷଣରେ ଜିଓ ସର୍ବାଧିକ ୧୯୧.୧୦ ଏମବିପିଏସ ଡାଉନଲୋଡ୍ ସ୍ପିଡ୍ ସହିତ ଉତ୍କୃଷ୍ଟ ନେଟୱାର୍କ ପ୍ରଦର୍ଶନ କରିଛି
- ହଟସ୍ପଟଗୁଡ଼ିକରେ ଜିଓ ସର୍ବାଧିକ ୨୧୯.୪୩ ଏମବିପିଏସ ୫ଜି ଡାଉନଲୋଡ୍ ସ୍ପିଡ୍ ପ୍ରଦର୍ଶିତ…