ରାଷ୍ଟ୍ରୀୟ ଏକତା ଦିବସ ପାଳିତ
ଜଗତସିଂହପୁର,ତା-୩୧.୧୦.୨୦୨୫/ସୁମନ୍ତକୁମାରଦାସ: ଭାରତର ସ୍ୱାଧୀନତା ସଂଗ୍ରାମକୁ ତେଜଦୀପ୍ତ କରିଥିବା ମହାମନୀଷଙ୍କ ମଧ୍ୟରେ ସର୍ଦାର ବଲ୍ଲବ ଭାଇ ପଟେଲ ଥିଲେ ଅନ୍ୟତମ I ଅଖଣ୍ଡ ଭାରତ ଗଠନ ପ୍ରକ୍ରିୟାରେ ସେ ଥିଲେ ପ୍ରମୁଖ ବିନ୍ଧାଣି I ନିଷ୍ଠା ଓ କର୍ମ ଦକ୍ଷତା ସହ ଦୃଢ଼ ଇଛା ଶକ୍ତି ଥିଲା ବୋଲି…