ରାୟଗଡ଼ ଜିଲ୍ଲାରୁ ଅଯୋଧ୍ୟା- ବାରଣାସୀ ଯାତ୍ରା କଲେ ଛଅଟି ଜିଲ୍ଲାର ୭୭୫ଜଣ ବରିଷ୍ଠ ନାଗରିକ l
ରାୟଗଡା:-ତା.୧୭।୦୧|୨0୨୬- ବରିଷ୍ଠ ନାଗରିକ ତୀର୍ଥ ଯୋଜନାରେ ବରିଷ୍ଠ ନାଗରିକ ଯାତ୍ରlକୁ ଶୁଭାରମ୍ଭ କଲେ ମାନ୍ୟବର ବିଧାୟକ ଆପଲ ସ୍ୱାମୀ କାଡ୍ରାକା ଓ ଜ଼ିଲ୍ଲାପାଳ ଆଶୁତୋଷ କୂଲକର୍ଣୀ।
ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନ୍ତର୍ଗତ ତୀର୍ଥଯାତ୍ରା…