ଦୁର୍ନୀତି ନିରାକରଣରେ ସୂଚନା ଅଧିକାର ଆଇନ ୨୦୦୫ର ଭୂମିକା ଉପରେ ବକ୍ତୃତା ପ୍ରତିଯୋଗିତା

ରାୟଗଡ,୧୨।୩ : ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ରାୟଗଡ ପକ୍ଷରୁ ଜିଲାସ୍ତରୀୟ ସୂଚନା ଅଧିକାର ଆଇନ ୨୦୦୫ ଉପରେ ସଚେତନ‌ତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭଵନଠାରେ  ଅନୁଷ୍ଠିତ ହୋଇଛି I  ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚଦ୍ର ନାୟକଙ୍କ…

ସଭାପତି ହେଲେ ପ୍ରିତପଲ, ସମ୍ପାଦକ ନୃସିଂହ

ମାଲକାନଗିରି ଓକିଲ ସଂଘର ନିର୍ୱାଚନ, ବିନା ପ୍ରତିଦ୍ୱନ୍ଦିରେ ସମସ୍ତ ପଦବୀ ପ୍ରାର୍ଥୀ ନିର୍ୱାଚିତ ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ରାଜ୍ୟ ବାର୍ କାଉସିଲ ତରଫରୁ ସାର।। ରାଜ୍ୟର ପଞ୍ଜିକୃତ ବାର୍ ମାନଙ୍କରେ ନିର୍ୱାଚନ ପାଇଂ ମାର୍ଚ ୨୮ ତାରିଖ ଧା ର୍ଯ୍ୟ ହୋଇଥିଲ।। ଏହି ନିର୍ୱାଚନ…

ମୁଣ୍ଡ ବଢୁଛି ନାବାଳିକାର, ଚିନ୍ତାରେ ପରିବାର ଲୋକେ।

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ,ତାରିଖ -୧୨/୦୩/୨୬: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ପର୍ଶନପାଲ୍ଲୀ ଗ୍ରାମର ୧୨ ବର୍ଷର ନାବାଳିକା ରାଜେ, ବୟସ ସହ ମୁଣ୍ଡ ବଢ଼ୁଥିବାରୁ ଚିନ୍ତାରେ ପରିବାର ଲୋକ। ସୂଚନା ଅନୁଯାୟୀ ପଡିଆ ବ୍ଲକ ଅନ୍ତର୍ଗତ ପର୍ସନପଲ୍ଲୀ ଗ୍ରାମର ଇର୍ମା…

ଜାତୀୟ ମହିଳା ଆୟୋଗ ଓ ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ଜନଶୁଣାଣୀ

ବାଲେଶ୍ୱର, ତା: ୦୨/୦୩/୨୦୨୬:ଆଜି ସକାଳ ଘ: ୧୧ ଟିକା ସମୟରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଅଡିଟୋରିୟମ ହଲ ଠାରେ ଜାତୀୟ ମହିଳା ଆୟୋଗ ଓ ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ମିଳିତ ଆନୁକୂଲ୍ୟରେ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।    ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମହିଳା ଆୟୋଗର…

ଆକ୍ସିସ ବ୍ୟାଙ୍କ୍ ର ଅସ୍ତରଙ୍ଗ ଶାଖା ଉଦଘାଟିତ।

ଅସ୍ତରଙ୍ଗ (ଦୁଃଶାସନ ନାୟକ )ପୁରୀ ଜିଲ୍ଲା ଅସ୍ତରଙ୍ଗ ମୁଖ୍ୟ ବଜାର ମଧ୍ୟ ଭାଗରେ ଆକ୍ସିସ ବ୍ୟାଙ୍କ୍ ର ଏକ ନୂତନଶାଖା ଇତିମଧ୍ୟରେ ଉଦଘାଟିତ ହୋଇ ଯାଇଅଛି।ଶାଖାକୁ ଉଦଘାଟିତ କରିଥିଲେ,ଭୁବନେଶ୍ୱର କେନ୍ଦ୍ରୀୟ ଯୋନ ର ସର୍କଲ ମୁଖ୍ୟ ଦେବେନ୍ଦ୍ରକୁମାର ସାହୁ ଓ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷା ଆରତୀ…

ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ଶୁଭସ୍ତମ୍ବ ସ୍ଥାପନ ଉତ୍ସବ ଅନୁଷ୍ଠିତ

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ନିମନ୍ତେ ଉପଖଣ୍ଡ ମୁଖ୍ୟ ଉପଜିଲ୍ଲାପାଳଙ୍କ ମୁଖ୍ୟ ପୈ।ରହିତ୍ୟରେ ଶୁଭସ୍ତମ୍ଭ ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଗତ ୨ ଶହ ବର୍ଷର ଇତିହାସ ଅନୁଯାୟୀ ଏବର ଭଞ୍ଜନଗର ପୂର୍ବରୁ…

ମହାବୀର ଙ୍କ ମନ୍ଦିର ରେ ଦଧିନଉତି ସ୍ଥାପନ।

 ବାସୁଦେବପୁର -ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ  ଲକ୍ଷିଦାସ ପୁର,,ଗ୍ରାମପଞ୍ଚାୟତ ଅଧିନ ରାମଚନ୍ଦ୍ର ପୁର ଗ୍ରାମ ରେ ମହାବୀର ମନ୍ଦିର ର ଦଧିନଉତି ବହୁ ଆଡମ୍ବର ସହିତ ମନ୍ଦିର କାର୍ଯକ୍ରମ ସମ୍ପୂର୍ଣ୍ଣ ହେଇଯାଇଛି ।ଏଥିରେ ୩ଟି ମୁଖ୍ୟ କଳସ ଦାୟିତ୍ଵ ରେ ଗ୍ରାମର ନୀଳମଣି ବାରିକ ,…

“ଅନ୍ଵେଷା” ଶୀତଳ ଭଣ୍ଡାରରେ, ଜନଜାତି ମେଧାବୀଙ୍କ ଭବିଷ୍ୟତ ଅନ୍ଧାରରେ

ଉଦାସୀନ ରାଜ୍ୟ ସରକାର ନିଦା ବିଷ୍ଣୁ ମୁଦ୍ରାରେ କେନ୍ଦୁଝର, ତା୧୨/୩- ଜନଜାତି ବର୍ଗର ଅଭାବି ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ସହରର ଉନ୍ନତ ଏବଂ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପାଠପଢ଼ାର ସୁଯୋଗ ଯୋଗାଇ ଦେବାର ଲକ୍ଷ୍ୟ ରଖି, ନବୀନ ସରକାର "ଅନ୍ଵେଷା" ଯୋଜନା ପ୍ରଣୟନ କରିଥିଲେ। ଏ ଯୋଜନା…

ଶିରିଡି ସାଇବାବାଙ୍କ ପବିତ୍ର ଚରଣ ପାଦୁକା ଦର୍ଶନ ସମାରୋହ

କେନ୍ଦୁଝର,ତା୧୨/୦୩- ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ, ଶିରିଡି ଦ୍ଵାରା ଶିରିଡିରେ ସାଇବାବାଙ୍କ ଦ୍ଵାରା ବ୍ୟକ୍ତିଗତ ଭାବେ ବ୍ୟବହାର କରାଯାଇଥିବା ପବିତ୍ର ଚରଣ ପାଦୁକା ଆସନ୍ତା ମାର୍ଚ୍ଚ ୧୬ ତାରିଖ ସୋମବାର ଦିନ କେନ୍ଦୁଝର ସହର ଉପକଣ୍ଠ ବାମ୍ପାରସ୍ଥିତ ସାଇବାବା ମନ୍ଦିରରେ ପହଞ୍ଚିବ।…

ଓପିଜିସି ପକ୍ଷରୁ ଚକ୍ଷୁ ଶିବିର

ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ ଲିମିଟେଡ୍ (ଓପିଜିସି) ପକ୍ଷରୁ ସିଏସଆର ଅଧୀନରେ ଲଖନପୁର ବ୍ଲକ ତେଲେନପାଲି ପଞ୍ଚାୟତରେ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। କେୟାର ନେଟ୍ରାମ ଏଲଏଲପି ସହଯୋଗରେ ଅନୁଷ୍ଠିତ ଶିବିରକୁ ଓପିଜିସିର ନିର୍ଦ୍ଦେଶକ (ଅପରେସନ୍) ଅଞ୍ଜନ ରଞ୍ଜନ ଦାଶ…