ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୩ତମ ଜନ୍ମଜୟନ୍ତୀ : ଅତିଥି  ଡ଼ଃ ଅଚ୍ୟୁତ ଓ ଡ଼ଃ ଅରୁଣ

ବାରିପଦା(ଦିଲ୍ଲୀପ ମହାନ୍ତି )- ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମହାଆଡ଼ମ୍ବରରେ ପାଳିତ ହେବ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମଜୟନ୍ତୀ । ମଇ ପହିଲାରେ ଗୁରୁଶ୍ରେଷ୍ଠ  ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୩ତମ ଜନ୍ମଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଡ଼ଃ ଅଚ୍ୟୁତ …

ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା  ନିମନ୍ତେ ଭୂମିପୂଜନ ମଇ ୧ରେ

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ମହାରାଜାଙ୍କ ସମୟରୁ ମୟୂରଭଞ୍ଜ ଏକ ଭାଇଚାରାର ସନ୍ଦେଶ  ବିଶ୍ୱ ସମୁଦାୟକୁ ଦେଇଆସୁଛି । କବେଳ ଏତିକି ନୁହେଁ ମୟୂରଭଞ୍ଜର କଳା ଓ ସଂସ୍କୃତି, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ଐତିହ୍ୟ ଅନନ୍ୟ । ଗଡ଼ଜାତ ରାଜ୍ୟର ପ୍ରଜାବତ୍ସଳ ମହାରାଜା…

ଭାଲୁ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

ଯାଜପୁର /କୋରାଇ (ଜୟଶଙ୍କର ଦଶ)  : ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ଗୋହିରାଗାଡ଼ିଆସ୍ଥିତ ଭାଲୁକାହୁଡ଼ିକୁ ରବିବାର ସକାଳେ ସେହି ଗ୍ରାମର ଶ୍ୟାମ ହେଁସା(୫୫) ଓ ଶୁକ୍ରା ମୁଣ୍ଡା(୨୯) ଶୌଚ ହେବାକୁ ଯାଇଥିବାବେଳେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ଶ୍ୟାମ ହେଁସାଙ୍କର…

ଯେ ଯାହା  କହୁ ମୋର ‘ଢେ଼ା’ : ନିର୍ବାହୀ ଯନ୍ତ୍ରୀ ଜାଣି ନାହାନ୍ତି, ସହକାରୀ ଯନ୍ତ୍ରୀ ଗୋଳାଉଛନ୍ତି

    ଜଳ ବିଶୋଧନାଗାରର ନିଷେଧାଞ୍ଚଳ ପାଲଟିଛି ଠିକାଦାରଙ୍କ ଗୋଦାମ    ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରଷଦର ବିଭିନ୍ନ ଅଞ୍ଚଳକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖରେ ରହିଛି ଏକ ଜଳ ବିଶୋଧନାଗାର ।…

ବାଲେଶ୍ୱରରେ ବସ୍ତି ଅଞ୍ଚଳ ସର୍ଭେ ଆରମ୍ଭ

ବାଲେଶ୍ୱର,(ଉଜ୍ଜ୍ୱଳ କର) : ଓଡିଶା ବସ୍ତି ବାସିନ୍ଦା ଭୂମି ଅଧିକାର ଆଇନ-୨୦୧୭ ଅନୁଯାୟୀ ବାଲେଶ୍ୱର ପୌରପାଳିକା ପକ୍ଷରୁ  ଶୁଭାରମ୍ଭ ହୋଇଛି ସହରର ବିଭିନ୍ନ ବସ୍ତି ଅଂଚଳର ସର୍ଭେ କାର୍ଯ୍ୟ । ଏହି ପରିପ୍ରେକ୍ଷୀରେ ଆୟୋଜିତ ହୋଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୌରପାଳ ଆଲୋକ କୁମାର ସାହୁ…

ସଡ଼କ ସୁରକ୍ଷା ସଚେତନତାରେ ସାମିଲ ଟ୍ରାଫିକ୍ ପୁଲିସ-ସାମ୍ବାଦିକ

  ବାଲେଶ୍ୱର,(ଉଜ୍ଜ୍ୱଳ କର) ): ଆଞ୍ଚଳିକ ପରିବହନ ବିଭାଗ ଏବଂ ଜିଲ୍ଲା ସଡ଼କ ସୁରକ୍ଷା ସମିତିର ମିଳିତ ସହଯୋଗରେ ପାଳିତ ହେଉଥିବା ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ  ଟ୍ରାଫିକ୍ ପୁଲିସ ଓ ବାଲେଶ୍ୱରର ସାମ୍ବାଦିକଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଏହି…

ଓଡିଆ ଭାଷା ବ୍ୟବହାର ନ  କରୁଥବାରୁ କୈପିଂୟତ ତଲବ

  ବ୍ୟାସନଗର,(ଜୟଶଙ୍କର ଦାଶ) : ରାଜ୍ୟରେ ଓଡିଆ ଭାଷାକୁ ସରକାରୀ ଭାଷା ଭାବେ ବ୍ୟବହାର ପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଜିଲ୍ଲାପାଳ  ରଂଜନ କୁମାର ଦାସ ବାରମ୍ୱାର ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀମାନଙ୍କୁ ଅବଗତ କରାଇଚ୍ଥନ୍ତି । ବହୁବାର ଚିଠି ଆକାରରେ ଓଡିଆ ଭାଷା…

ଉତ୍କଳ  ଗୈାରବ ମଧୁସୂଦନଙ୍କ ଜୟନ୍ତୀ ପାଳିତ 

  ବ୍ୟାସନଗର(ଜୟଶଙ୍କର ଦାଶ) : ଯାଜପୁରରେ ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କ  ୧୭୧ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଚ୍ଥି ।  ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ଅତିରିକ୍ତ ଜିଲ୍ଲାପାଳ  ବ୍ରଜବନ୍ଧୁ ଭୋଳ ମାଲ୍ୟାର୍ପଣ କରିବା ସହ ଓଡିଆ ସ୍ୱାଭିମାନ ଓ…

ମୃତ ହାତୀର ଶବ ଜବତ କଲା ବନ ବିଭାଗ

ବାରିପଦା(ଦିଲ୍ଲୀପ ମହାନ୍ତି )- ଏକ ମୃତ ହାତୀର ଶବକୁ ଜବତ କରିଛି ବନ ବିଭାଗ । ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅଧୀନରେ ଥିବା ବେତନଟୀ ରେଞ୍ଜ ବଇଁଚା ଗ୍ରାମର ଏକ ବିଲରୁ ଏହି ମୃତ ମାଈ ହାତୀଛୁଆ ମରିପଡ଼ିଥିବାର ଗ୍ରାମବାସୀମାନେ ଦେଖି ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ…

ବାବାବଧ  ପପଙ୍ଗା ପାହାଡର ତଳେ

ରାଜ୍ୟସ୍ତରୀୟ ନାଟବାଦୀର ନବମ ସନ୍ଧ୍ୟା:   ବଲାଙ୍ଗିର(ନିରୋଜ ମିଶ୍ର) - ଯେତେବେଳେ ସଂସାରରେ ଅଧର୍ମ ବଢେ଼, ଧର୍ମର ସ୍ଥାପନ ପାଇଁ ଅବତାର ଗ୍ରହଣ କରନ୍ତି ଭଗବାନ । ହେଲେ ଧର୍ମ ନାମରେ ଯେତେବେଳେ ଅଧର୍ମର ରାଜୁତି ·ଲେ, ଗେରୁଆ ପିନ୍ଧି ପାପରୁ ଆରମ୍ଭ ହୁଏ ଜୀବନ । ନାଟ୍ୟକାର ଭଗବାନଙ୍କ ଏକାଦଶ…