ଶିବାନନ୍ଦ ଶତବାର୍ଷିିକୀ ବାଳକ ଉଚ୍ଚବିଦ୍ୟାଳୟର ଶିଳାନ୍ୟାସ ଏବଂ ଉଦ୍ଘାଟନ ସମାରୋହ
ଭୁବନେଶ୍ୱର: ଶିବାନନ୍ଦ ଶତବାର୍ଷିିକୀ ବାଳକ ଉଚ୍ଚବିଦ୍ୟାଳୟର ନୂତନ ହଷ୍ଟେଲ ଗୃହ ‘ଡିଭାଇନ୍ ଏବୋଡ୍’ର ଉଦ୍ଘାଟନ ହେବା ସହିତ ଉଚ୍ଚ ମାଧ୍ୟମିକ ବ୍ଲକ୍ ପାଇଁ ଶିଳାନ୍ୟାସ ସ୍ଥାପନା କରାଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାଶ…