ପ୍ରତିବର୍ଷ ପରି ମିଳିଲାନି ଶିବ ଉପାସନା ପାଉଣା, ୪ ବର୍ଷ ହେବ ୫ ଶହ ଟଙ୍କାରେ ଖଟୁଛନ୍ତି ପଣ୍ଡା
ହାଟଡ଼ିହି(ମକରଧ୍ବଜ ଜେନା) : ହାଟଡ଼ିହି ବ୍ଲକର ହାବଳେଶ୍ୱର ପଂଚାୟତର ପୂଣ୍ୟ ବୈତରଣୀ କୂଳରେ ବହୁ ପୁରାତନ କାଳରୁ ପାତାଳି ଶିବ ମନ୍ଦିର ପ୍ରସିନ୍ଧ । ପ୍ରତ୍ୟେକ ବର୍ଷ ଆନନ୍ଦପୁର ଉପଜିଲ୍ଲାପାଳ ଶିବ ରାତ୍ରୀ, ଶିବ ଜାଗରରେ ନିତି ଭୋଗ ଓ ପୂଜା ପୀଠର ସାଜସଜା ପାଇଁ ଅର୍ଥ ଦାନ କରିଥାନ୍ତି …