ବେଆଇନ ମଦ ବିକ୍ରି ବିରୁଦ୍ଧରେ ପଦ୍ମପୁର ଅବକାରୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ 

0

ପଦ୍ମପୁର-ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡର ପାଇକମାଲ ବ୍ଳକ ଅଧିନସ୍ଥ କୁଲାଣ୍ଟି ଗ୍ରାମର ମହିଳା ମାନେ ଗ୍ରାମକୁ ନିଶାମୁକ୍ତ ଗ୍ରାମ କରିବା ପାଇଁ ତଥା ଗ୍ରାମରେ ବେଆଇନ ଭାବରେ ଚାଲିଥିବା ମଦବିକ୍ରି କୁ ବନ୍ଦ କରିବା ପାଇଁ ନିଜ ଗ୍ରାମରେ ସାଧାରଣ ସଭା ଓ ରାଲି କରିବା ସହିତ ଲଖମରା ସମିତି ସଭ୍ୟ ଟୁନା ଡ଼ନସନା,ଶ୍ରୀମତୀ ସୁରଭି ଡ଼ନସନା ଓ ସତ୍ୟଭାମା ଭୋଇଙ୍କ ଅଧ୍ୟକ୍ଷତାରେ ପଦ୍ମପୁର ଅବକାରୀ ବିଭାଗର ଅଧିକାରୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବା ସହିତ ବେଆଇନ ନିଶା କାରବାର କରୁଥିବା ବ୍ୟକ୍ତିଙ୍କ ପ୍ରତି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଥିଲେ ।ଏହି ସମୟରେ କୁଲାଣ୍ଟି ଗ୍ରାମର ସତାଧିକ ମହିଳା ଉପସ୍ଥିତ ଥିଲେ ।

Leave A Reply

Your email address will not be published.