ଥ୍ୟାଙ୍କ ୟୁ ଜିଲ୍ଲାପାଳ ….
ଜିଲାପାଳଙ୍କ ହସ୍ତକ୍ଷେପ ଫଳରେ ଜିଲାକୁ ଫେରିଲେ ୪ଶିଶୁ
ଯାଜପୁର(ଜୟଶଙ୍କର ଦାଶ) : ପିତୃମାତୃହରା ହେବା ପରେ ୪ ଶିଶୁ ଦିର୍ଘଦିନ ଧରି ଅନ୍ୟ ଜିଲାରେ ରହିଥିବା ବେଳେ ଯାଜପୁର ଜିଲାପାଳ ରଂଜନ କୁମାର ଦାସଙ୍କ ହସ୍ତକ୍ଷେପ ଫଳରେ ଯାଜପୁର ଜିଲାକୁ ଫେରିଛନ୍ତି । ଯାଜପୁର ଜିଲା ଧର୍ମଶାଳା ବ୍ଲକ…