ଇଏ କି ସ୍ଥିତି : ପଶ୍ଚିମ ଓଡିଶାପାଇଁ କିଆଁ ଏମିତି ରୀତି
ପଶ୍ଚିମ ଓଡ଼ିଶାରେ ଖାଲି ପଡ଼ିଛି ଅଧାରୁ ଅଧିକ ଅଧ୍ୟାପକ ପଦବୀ : କୌଣସି କଲେଜରେ ନାହାନ୍ତି ନିୟମିତ ଅଧ୍ୟକ୍ଷ
ଭୁବନେଶ୍ୱର, ୨୯ା୦୪: ସୁନ୍ଦରଗଡ଼ ସମେତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନ୍ତର୍ଗତ ୮ଟି ଜିଲ୍ଲାରେ ଥିବା ସରକାରୀ କଲେଜଗୁଡ଼ିକରେ ନିୟମିତ ଅଧ୍ୟକ୍ଷ ନଥିବା ବେଳେ ଅଧାରୁ ଅଧିକ…