ଗୋପାଳ ଜୀଉ ସେବା ସଂଗଠନ ପକ୍ଷରୁ ଜଳଛତ୍ର
ବାଲେଶ୍ୱର : ବର୍ଦ୍ଧିତ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗୋପାଲଜୀଉ ସେବା ସଂଗଠନ ପକ୍ଷରୁ ସ୍ଥାନୀୟ ମଣ୍ଡଳବଜାରସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏକ ଜଳଛତ୍ରର ଶୁଭାରମ୍ଭ ହୋଇଛିି । ବାଲେଶ୍ୱର ଟାଉନଥାନା ଆଇଆଇସି ସରୋଜିନୀ ନାୟକ ଏହାକୁ ଉଦ୍ଘାଟନ କରିବା ସହ ସଂଗଠନର ଉଦ୍ୟମକୁ ପ୍ରଶଂସା…