“ଭାଷା ଆଇନ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉନାହିଁ”
ଭାଷା ଆନେ୍ଦାଳନର ବିଜୟ ଦିବସ ପାଳିତ
ବ୍ୟାସନଗର/Biswajit Majhi : ସହିଦ ଭଗତ୍ ସିଂ ଯୁବକ ସଂଘ ଆନୁକୂଲ୍ୟରେ ଦୀର୍ଘ ୩୮୦ ଦିନ ଧରି ଚାଲିଥିବା ଭାଷା ଆନେ୍ଦାଳନର ବିଜୟ ଦିବସ ଅବସରରେ ବ୍ୟାସନଗରର ଗୋପବନ୍ଧୁ ଛକସ୍ଥିତ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ତଳେ ଏକ ସଭା ଅନୁଷ୍ଠିତ …