ପଦ୍ମପୁର ଥାନାରେ ନୂଆ ଆଇଆଇସି କେ.ପ୍ରିୟଙ୍କା ରାଉତରାୟ On May 4, 2018 9 Share ପଦ୍ମପୁରରୁ ନୀଳ ଦୀପ : ପଦ୍ମପୁର ଥାନାରେ ଆଇ. ଆଇ.ସି ଭାବେ କେ.ପ୍ରିୟଙ୍କା ରାଉତରାୟଙ୍କ ଯୋଗଦେଇଛନ୍ତି । ସହରରେ ଆଇନ ଶୃଙ୍ଖଳା ରକ୍ଷା କରିବା ସହ ନିଶା କାରବାର ରୋକିବା, ଅସାମାଜିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ,ଦୃତ ଗତିରେ ଗାଡି ଚାଳନା ଉପରେ କଠୋର ପଦକ୍ଷେପ ନେବା ,ଟ୍ରାଫିକ ସଂପର୍କରେ ସଚେତନତା ସୃଷ୍ଟି କରିବା ମୂଳ ଲକ୍ଷ୍ୟ ବୋଲି ନୂଆ ଆଇଆଇସି କହିଛନ୍ତି। 9 Share FacebookTwitterGoogle+ReddItWhatsAppPinterestEmail