ରାଜ୍ୟ ଅଭିଲେଖାଗାରରେ କେନ୍ଦ୍ରୀୟ ପ୍ରତିନିଧି ଦଳ, ଅଭିଲେଖାଗାର କାର୍ଯ୍ୟକ୍ରମକୁ ପ୍ରଶଂସା
ଅତିରିକ୍ତ ପାଣ୍ଠି ଯୋଗାଇଦେବାକୁ ଦେଲେ ପ୍ରତିଶ୍ରୁତି
ଭୁବନେଶ୍ୱର(ମାନସୀ ମିଶ୍ର) : ରାଜ୍ୟ ଅଭିଲେଖାଗାରର ବିଭିନ୍ନ କାର୍ଯ୍ୟକ୍ରମକୁ କେନ୍ଦ୍ରୀୟ ଦଳ ପ୍ରଶଂସା କରିଛନ୍ତି | ଜାତୀୟ ଅଭିଲେଖାଗାରର ମହାନିର୍ଦ୍ଦେଶକ ତଥା କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ସଚିବ ପ୍ରୀତମ୍ ସିଂହଙ୍କ ନେତୃତ୍ୱରେ…