ନବୀନଙ୍କ ନୂଆ ଗିମିକ , କହିଁ ପର ନିଗାହେଁ  କହିଁ ପର ନିଶାନା : ଉଦ୍ଦେଶ୍ୟ ବିଜେପୁର ସିଟ, ଚାଷୀ ପ୍ରୀତି ବାହାନା

    ମାଷ୍ଟର ବ୍ଲାଷ୍ଟର ନବୀନ ପଟନାୟକ, ଅନ୍ୟମାନେ ଚିନ୍ତା କରିବା ଆଗରୁ ଏମିତି ଏକ ଚାଲ ଚକାଇଦେବେ ବିରୋଧୀ ପୁରା ଭାଁ ଭାଁ ଆଗକୁ ବିଜେପୁର ନିର୍ବାଚନ, ହେଲେ ଚତୁର ନବୀନ ....ବରଗଡ଼ ବାସୀଙ୍କ ସ୍ବପ୍ନ କଥା କହି ଘୋଷଣା କରିଦେଲେ ନୂଆ କାର୍ଯ୍ୟକ୍ରମ ....ବାସ୍ତବିକ କାହିଁ ପେ ନୀଗାହେଁ କାହିଁ…

ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛାର ସୂଅ : ଶୁଭକାମନା ଜଣାଇଲେ ମୋଦି,ମମତା, ଧର୍ମେନ୍ଦ୍ର, ନାଇଡୁ, ରାଜେ

  ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କର ୭୨ତମ ଜନ୍ମ ଦିବସରେ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସରେ ଲାଗିଥିଲା ତାଙ୍କ ଶୁଭେଚ୍ଛୁ ଓ ପ୍ରଶଂସକଙ୍କ ଭିଡ । ଶୁଭକାମନା ଜଣାଇବା ପାଇଁ ବିଧାୟକ, ସାଂସଦ, ମନ୍ତ୍ରୀ, ରାଜନେତା, ସମାଜସେବୀ, ଛାତ୍ର ଛାତ୍ରୀ ତଥା ସମାଜର ବିଭିତ୍ତ…

କୋରାପୁଟ ଡାକ୍ତରଖାନାରେ ଗଣଦୁର୍ଷ୍କମର ଶୀକାର ହୋଇଥିବା ନାବାଳିକାକୁ ଭେଟିଲେ ପିସିସି ସଭାପତି : ରାତି ଅଧାରେ ଆସି…

  ଭୁବନେଶ୍ୱରରୁ ଚକ୍ରଧର ମଝି :  ପ୍ରଦେଶ କଂଗ୍ରେସ କମିଟିର ସଭାପତି  ଶ୍ରୀ ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ କଂଗ୍ରେସ ଏକ ପ୍ରତିନିଧି ମଣ୍ଡଳୀ କୋରାପୁଟ ଜିଲ୍ଲା କୁନ୍ଦୁଲି ଅଂଚଳର ମୁଷାଗୁଡ଼ା ଗ୍ରାମର ଗଣଦୁଷ୍କର୍ମର ଶିକାର ହୋଇ କୋରାପୁଟ ଜିଲା ସଦର ମହୁକୁମା ଡାକ୍ତରଖାନାରେ ଚିକିତ୍ସିତ…

ଦ୍ୱିତୀୟ ଭୁବନେଶ୍ୱର କବିତା ଉତ୍ସବ ଉଦଯାପିତ  ‘ବିବାଦ ଓ ବିତର୍କର ଉଧ୍ୱର୍ରେ ଓଡ଼ିଆ ଜାତିର ଜୀବନରେଖା ମହାନଦୀ’…

   ଭୁବନେଶ୍ୱରରୁ ଚକ୍ରଧର ମାଝୀ :  ମହାନଦୀ  ବିତର୍କ କି ବିସମ୍ବାଦ ନୁହେଁ, ବିବାଦର  କଥାବସ୍ତୁ  ନୁହେଁ; ମହାନଦୀ ଆମ ସମୟର ଦାରୁଣ ଦୁସମ୍ବାଦ । ମହାନଦୀ ଓଡ଼ିଆ ଜାତିର ଜୀବନରେଖା । ଦଳମତ ବିଚାରଧାରା ତଥା ବିବାଦ ଓ ବିତର୍କର ଉଧ୍ୱର୍ରେ ମହାନଦୀ ମହାସମସ୍ୟାର ସୂତ୍ର ଓ ସିଦ୍ଧାନ୍ତ ନିର୍ଣୟ…

ତିନି ଦିନିଆ  ଜାପାନ ଗସ୍ତରେ କେନ୍ଦ୍ର  ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ •ଷଷ୍ଠ ବାର୍ଷିକ ଏଲଏନଜି ଉତ୍ପାଦକ  ଗ୍ରାହକ…

  ନୂଆଦିଲ୍ଲୀ /ଭୁବନେଶ୍ୱର - କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ତିନି ଦିନିଆ ଜାପାନ ଗସ୍ତରେ    ଯାଇଛନ୍ତି  । ଏହି ଅବସରରେ ଶ୍ରୀ ପ୍ରଧାନ ଷଷ୍ଠ  ବାର୍ଷିକ ଏଲଏନଜି ଉପôାଦକ ଗ୍ରାହକ ସମ୍ମିଳନୀରେ ଯୋଗ ଦେବା ସହ ଦକ୍ଷତା…

 ଇନଫ୍ରା ନିର୍ଦେଶକ ପ୍ରତାପ ପଣ୍ଡାଙ୍କୁ ଜାମିନ

   ବମିଖାଲ ଫ୍ଲାଏଓଭର  ଭଙ୍ଗା ଘଟଣା :  ଗିରଫ ହୋଇଥିବା ପଣ୍ଡା ଇନଫ୍ରା ନିର୍ଦେଶକ ପ୍ରତାପ ପଣ୍ଡାଙ୍କୁ ମାନ୍ୟବର ହାଇକୋର୍ଟ ଦେଲେ ସର୍ତ୍ତ ମୂଳକ ଜାମିନ  । ନିର୍ଦେଶ ଦେଲେ ତଳ କୋର୍ଟ ଧାର୍ଯ୍ୟ କରିବେ ସର୍ତ୍ତ  ସେପ୍ଟେମ୍ବର ୧୧ ତାରିଖରେ କମିସସନରଟେ ପୋଲିସ ତାଙ୍କୁ କରିଥିଲା ଗିରଫ  ।

କଂଗ୍ରେସର କୋରାପୁଟ କୋରାପୁଟ  ବନ୍ଦକୁ ଅଭୂତପୂର୍ବ ସଫଳତା

    କୋରାପୁଟରୁ ଗୁପ୍ତ ପ୍ରସାଦ  : ଜଣେ ନାବାଳିକା ସ୍କୁଲ ଛାତ୍ରୀଙ୍କୁ ଗଣବଲାତ୍କାର କରାଯାଇଥିବା ଘଟଣାରେ ପୋଲିସ ନଇସକ୍ରିୟତାର ପ୍ରତିବାଦ କରି କଂଗ୍ରେସ ପକ୍ଷରୁ ଦିଆଯାଇଥିବା କୋରାପୁଟ ଜିଲ୍ଲାରେ ୭ ଘଣ୍ଟିଆ ବନ୍ଦପାଳନ ଡାକରା କୄ୭ଉ ଅଭୂତପୂର୍ବ ସଫଳତା ମିଳିଥିବା ଦେଖିବାକୁ ମିଳିଛି  ।…

ବଂଟି ବନାଗଏ ସରକାର କୋ  ବାୱଲା , ଜାଲ ଟିଡିଆର ତଦନ୍ତ ଆରମ୍ଭ କଲା ବଲାଙ୍ଗୀର ପୋଲିସ

    ବଲାଙ୍ଗୀରରୁ ନିରୋଜ ମିଶ୍ର : ଜାଲ ଟିଡିଆର(ଟର୍ମ ଡିପୋଜିଟ୍ ରିସିପ୍ଟ) ଦେଇ ବଲାଙ୍ଗୀର ପୂର୍ତ ବିଭାଗରୁ କୋଟେି କୋଟି ଟଙ୍କାର କାମ ହାତେଇନେଇଥିବା ଅଭିଯୋଗରେ ଅଭିଯୁକ୍ତ ଠିକାସଂସ୍ଥା ସୂରଜ ଏଂଟରପ୍ରାଇଜ୍ ବିରୁଦ୍ଧରେ ତଦନ୍ତ ଆରମ୍ଭ କରିଛି ବଲାଙ୍ଗୀର ପୋଲିସ  । କଳାହାଣ୍ଡି ଜିଲ୍ଲା…

ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଗଙ୍ଗାଧର ମେହେର ଲିଫ୍ଟ କେନାଲ ସିଷ୍ଟମ , ଖର୍ଚ୍ଚ ହେବ ୧୨୫୦କୋଟି, ଜଳସେଚିତ ହେବ ୩୨ହଜାର…

  ଭୁବନେଶ୍ୱରରୁ ମାନସୀ ମିଶ୍ର : ୧୨୫୦ କୋଟି ଟଙ୍କା ବ୍ୟୟରେ ବିଜେପୁର ଲିଫ୍ଟ କେନାଲ ସିଷ୍ଟମକୁ କାର୍ଯ୍ୟକାରୀ କରିବା ପାଇଁ ମୁଖୃମନ୍ତ୍ରୀ ନନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି  । ଏହୀ ପ୍ରକଳ୍ପ କାର୍ଯର୍୍ୟକ୍ଷମ  ହେଲେ ୩୨୦୦୦ ହେକ୍ଟର ଚାଷ ଜମିକୁ ଜଳସେଚନ ହୋଇପାରିବ  । ଏହି ପ୍ରକଳ୍ପ ବରଗଡ…