ତାଳୁକ ଆଇନ ସଚେତନ ଶିବିର

0

27-07-18-banai.jpg - 131.91 kB

ବଣାଇ/ Susant Behera

ବଣାଇ ଉପଖଣ୍ଡର ରାଜା ଧରଣୀଧର ଉଛ ବିଦ୍ୟାଳୟବଣାଇ ପରିସରରେ ଆଜି ତାଲୁକ ଆଇନ ସେବା ସମିତିର ଅଧକ୍ଷ ଶ୍ରୀମତୀ ରୂପଶ୍ରୀ ଚୌଧୁରୀ ଙ୍କ ଅଧକ୍ଷତାରେ ଏହି ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ବଣାଇ କୋର୍ଟର ଅତିରିକ୍ତ ଦୌରାଜଜ ରୂପଶ୍ରୀ ଚୌଧୁରୀ ଯୋଗଦେଇଥିବାବେଳେ ମୁଖ୍ୟ ବକ୍ତା ଭାବରେ ସିଭିଲ ଜଜ ଦେବଦତ୍ତ ପଟ୍ଟନାୟକ,ଏସ ଡି ଜେ ଏମ ବିମଲ ପ୍ରସାଦ ରାଉଳ, ସମ୍ମାନୀୟ ଅତିଥି ରାଜା ଧରଣୀଧର ଉଛ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଜୟ କୁମାର ସୋଏ, ଆଇନଜୀବୀ ଜୟନ୍ତ ବିଶ୍ୱାଳ,ମାନସ ରଞ୍ଜନ ପତି, ସୁଜିତ କୁମାର ପାତ୍ର ଓ ସରକାରୀ ଆଇନଜୀବୀ ତୁଷାର କାନ୍ତ ସାହୁ ଉପସ୍ଥିତ ରହି ଆଇନ ସଚେତନତା ଉପରେ ଦିଗଦର୍ଶନ ଦେଇଥିଲେ।

Leave A Reply

Your email address will not be published.