କଟକ : ଇନ୍ସପେକ୍ଟର ସ୍ତରରେ ରାଜ୍ୟ ସରକାର ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ୬୦ ଇନ୍ସପେକ୍ଟରଙ୍କ ବଦଳି ନେଇ ଓଡ଼ିଶା ପୁଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ସବଇନ୍ସପେକ୍ଟର ସ୍ତରରେ ମଧ୍ୟ ୨୦ ଜଣଙ୍କୁ ବଦଳି କରାଯାଇଛି |
ଅଳକାରାଣୀ ପଣ୍ଡା – ଭିଜିଲାନ୍ସ
ଅନୀଲ କୁମାର ପ୍ରଧାନ – କେନ୍ଦୁଝର
ଅନୁସୂୟା ନାୟକ – କଟକ
ଆରତୀ ଗିରି – ସିଆଇଡ଼ି, କଟକ
ଅଶୋକ କୁମାର ଗିରି – ଏସଟିଏଫ, କଟକ
ବଳରାମ ନାୟକ – ପୁଲିସ କମିଶନରେଟ
ବିଜୟ କୁମାର ମହାପାତ୍ର – କେନ୍ଦୁଝର
ବିଜୟ କୁମାର ମଲ୍ଲିକ – କେନ୍ଦ୍ରାପଡ଼ା
ବିଜୟ କୁମାର ଓରାମ – ଭିଜିଲାନ୍ସ
ବିନୟ ପ୍ରକାଶ ମିଞ୍ଜ – ଏସଆରପି, ରାଉରକେଲା
ବିନୋଦ ଲାକ୍ରା – କଳାହାଣ୍ଡି
ବିପିନ ବିହାରୀ ମେହେର – ବଲାଙ୍ଗୀର
ବୀରେନ୍ଦ୍ର କୁମାର ସେନାପତି – ମୟୂରଭଞ୍ଜ
ବିଶ୍ୱରଞ୍ଜନ ସାହୁ – ପୁଲିସ କମିଶନରେଟ
ଚିତ ରଂଜନ ନାୟକ – ସୁନ୍ଦରଗଡ଼
ଡାନିଏଲ କାରକେଟା – ଝାରସୁଗୁଡ଼ା
ଦେବଯାନୀ ନାଏକ – କେନ୍ଦୁଝର
ଧର୍ମେନ୍ଦ୍ର କୁମାର ଶାନ୍ତି – ବଲାଙ୍ଗୀର
ଏଫରାମ କିରୋ – ନୂଆପଡ଼ା
ଗୀତିରଂଜନ ମହାପାତ୍ର – ଏସଟିଏଫ, ସିବି
ହୃଷିକେଷ ନାୟକ – ଜିଆରପି, ରାଉରକେଲା
ଜଗନ୍ନାଥ ମଲ୍ଲିକ – ନୟାଗଡ଼
ଯୁଗଳ କିଶୋର ମଲ୍ଲିକ – ଏସଟିଏଫ, ସିବି
କୃଷ୍ଣଚନ୍ଦ୍ର ସେଠୀ – ଗଂଜାମ
ଲୀଳାବତୀ ମହନ୍ତ – ଭିଜିଲାନ୍ସ
ଲିଲି ସାମନ୍ତରାୟ – ଭିଜିଲାନ୍ସ
ମାଧବାନନ୍ଦ ନାୟକ – ବ୍ରହ୍ମପୁର
ମହେନ୍ଦ୍ର ଦେହୁରୀ – ଢେଙ୍କାନାଳ
ମନୋଜ କୁମାର ରାଉତ – କେନ୍ଦୁଝର
ନଳିତା ମୋଦି – ଝାରସୁଗୁଡ଼ା
ନମିତା ନାୟକ – ଢେଙ୍କାନାଳ
ନରେନ୍ଦ୍ର କୁମାର ଷଡ଼ଙ୍ଗୀ – ସୋନପୁର
ପଦ୍ମ ମୁଥୁ – ରାୟଗଡ଼ା
ପ୍ରଦୀପ କୁମାର କାରକେଟା – ଦେବଗଡ଼
ପ୍ରଦୀପ କୁମାର ପଟ୍ଟନାୟକ – ବ୍ରହ୍ମପୁର
ପ୍ରଜ୍ଞା ପାରମିତା ଜେନା – ଏସଟିଏଫ
ପ୍ରକାଶ କୁମାର କର୍ଣ୍ଣ – ଭିଜିଲାନ୍ସ
ପ୍ରଭାସ ଚନ୍ଦ୍ର ସାହୁ – କଟକ
ପ୍ରଭାତ ରଂଜନ ମହାନ୍ତି – ବଲାଙ୍ଗୀର
ପ୍ରିୟସ ରଂଜନ ଛୋଟରାୟ – ଗଞ୍ଜାମ
ରବୀନ୍ଦ୍ର କୁମାର ପାତ୍ର – ରାଉରକେଲା
ରୋଜାଲିନ ପଟେଲ – ବରଗଡ଼
ସଚ୍ଚିଦାନନ୍ଦ ରଥ – ଏସଟିଏଫ
ସମୀର କୁମାର ରାଉତ – କନ୍ଧମାଳ
ସମୀର କୁମାର ପଣ୍ଡା – କଟକ
ସଂଧ୍ୟାରାଣୀ ବେହୁରିଆ – ଢେଙ୍କାନାଳ
ସଂଗ୍ରାମ କେଶରୀ ପଟ୍ଟନାୟକ – ବଲାଙ୍ଗୀର
ସରୋଜ କୁମାର କିସପୋଟ୍ଟା – ଓଏସଏପି, ଝାରସୁଗୁଡ଼ା
ସରୋଜିନୀ ସିଂହ – ଭଦ୍ରକ
ସତ୍ୟ କୁମାର ନନ୍ଦ – କଳାହାଣ୍ଡି
ଶୁଭଶ୍ରୀ ପଣ୍ଡା – ପୋଲିସ କମିଶନରେଟ
ସୁବ୍ରତ କୁମାର ବେହେରା – ବାଲେଶ୍ୱର
ସୁଦର୍ଶନ ପଣ୍ଡା – ଭିଜିଲାନ୍ସ
ସୁଦୀପ୍ତ କୁମାର ସାହୁ – ଗଞ୍ଜାମ
ସୁମିତ କୁମାର ସୋରେନ – କନ୍ଧମାଳ
ତପନ କୁମାର ଦାସ – ନୂଆପଡ଼ା
ତପନ କୁମାର ପତି – ଗଞ୍ଜାମ
ତୁଷାରକାନ୍ତ ମହାପାତ୍ର – ଭିଜିଲାନ୍ସ
ଭାଲେଂଟିନା ରାୟ – ଭିଜିଲାନ୍ସ
ରାଇସେନ ମୁର୍ମୁ – ରାଉରକେଲା