ଲୋକେ ତାତିବା ଆଗରୁ ପଟ୍ଟାମୁଣ୍ଡାଇବାସୀଙ୍କ ଦାବି ମାନି ନିଅନ୍ତୁ : ନରସିଂହ

  ସବଡ଼ିଭିଜନ ମାନ୍ୟତା ଦାବିରେ ପଟ୍ଟାମୁଣ୍ଡାଇବାସୀ ଆନ୍ଦୋଳନ କରିଥିବା ବେଳେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ସେମାନଙ୍କ ଦାବି ପ୍ରତି ଗୁରୁତ୍ୱ ସେଇ ନାହାନ୍ତି . ହେଲେ ପଟ୍ଟାମୁଣ୍ଡାଇ ବ୍ଲକ ଓ ତହସିଲ ର ଭୌଗୋଳିକ ସ୍ଥିତିକୁ ବିଚାରକୁ ନେଲେ ସେମାନଙ୍କ ଦାବି ଯଥାର୍ଥ ବୋଲି ମୋର ହୃଦବୋଧ ହେଉଛି…

 ଅରୁଣଙ୍କ ପଦଯାତ୍ରା , ଦେଖିଲେ ଲାଗୁଛି ହେଇ କାଲି ବୋଧେ ନିର୍ବାଚନ

.ଜନସମ୍ପର୍କ ପଦଯାତ୍ରା ବିଜେଡିର ସବୁ ଜାଗାରେ ଚାଲିଛି, ସବୁ ଜାଗାରେ ସାଙ୍କେତିକ, ମାନେ ପଦଯାତ୍ରା ଆରମ୍ଭ ହୋଇ ଅତି ବେଶୀରେ ୧/୨ କିମି ଗଲା ବେଳକୁ ଝାଳନାଳ ହୋଇ ଏସି ଗାଡ଼ିରେ ପଶି ଯାଉଛନ୍ତି । ହେଲେ ନୟାଗଡ ନିର୍ବାଚନ ମଣ୍ଡଳୀରେ କିନ୍ତୁ ଏ ପଦଯାତ୍ରା ଟିକେ ୟୁନିକ ଷ୍ଟାଇଲରେ କରୁଛନ୍ତି…

ଯେତେ ଉଚ୍ଚଶିକ୍ଷିତ ହେଲେ ବି ଚରିତ୍ର ନଥିଲେ ସମାଜ କେବେ ସମ୍ମାନ ଦେବ ନାହିଁ

    ସତ୍ୟସାଇ ଗ୍ରୁପ୍ ଅଫ୍ ଇନଷ୍ଟିଚୁ୍ୟସନ୍ସ ପକ୍ଷରୁ ସ୍ୱାଗତ ଉତ୍ସବ ବାଲେଶ୍ୱର: ସତ୍ୟସାଇ ଗ୍ରୁପ୍ ଅଫ୍ ଇନଷ୍ଟିଚୁ୍ୟସନ୍ସ ପକ୍ଷରୁ ନବାଗତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ୱାଗତ ଉତ୍ସବ  ସହରର ଟାଉନହଲ ପରିସରରେ  ଅନୁଷ୍ଠିତ  ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ପ୍ରହ୍ଲାଦ ଚରଣ…

ବସଷ୍ଟାଣ୍ଡ ମହିଳା ପରିଶ୍ରାଗାର ନିର୍ମାଣ ଦାବି

ବାଲେଶ୍ୱର,: ବାଲେଶ୍ୱରର ଅନ୍ୟତମ ସ୍ୱେଚ୍ଛାସେବୀ ସଂଗଠନ ‘ଫ୍ରେଣ୍ଡ୍ସ ଫାଉଣ୍ଡେସନ ଟ୍ରଷ୍ଟ’ର କର୍ମକର୍ତ୍ତାମାନେ ସହରର ସହଦେବଖୁଣ୍ଟାସ୍ଥିତ ବସଷ୍ଟାଣ୍ଡର ଦୟନୀୟ ସ୍ଥିତିର ସୁଧାର ଦାବିରେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ଅଳିଆ ଆବର୍ଜନାରେ ଭର୍ତ୍ତି ଏହି ବସଷ୍ଟାଣ୍ଡରେ ପରିତ୍ୟକ୍ତ ଶୌଚାଳୟ…

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର  ନୂତନ କାର୍ଯ୍ୟାଳୟ ଉଦ୍ଘାଟିତ

ବାଲେଶ୍ୱର : ଜିଲ୍ଲାପାଳଙ୍କ ଦପ୍ତର ପରିସରକୁ ସ୍ଥାନାନ୍ତରିତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ କାର୍ଯ୍ୟାଳୟକୁ ଜିଲ୍ଲାପାଳ ପ୍ରମୋଦ କୁମାର ଦାସ ଆନୁଷ୍ଠାନିକ ଭାବେ  ଉଦ୍ଘାଟନ କରିଛନ୍ତି । ପୂର୍ବରୁ ଏହି ୟୁନିଟ୍ ପ୍ରଥମେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପରିସର ଏବଂ ପରବର୍ତ୍ତୀ ସମୟରେ ତାହା ସେଲସ…

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ରେମୁଣାବାସୀ

ରେମୁଣା ନିର୍ବାଚନ ମଣ୍ଡଳୀରେ ଦୁଇଟି ନୂତନ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ ନିଷ୍ପତ୍ତି   ଭୁବନେଶ୍ୱର : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭିତ୍ତିଭୂମି ମଜଭୁତ କରିବା ଲାଗି ରାଜ୍ୟ ସରକାର ଗତ ୧୭ ତାରିଖରେ ନୂଆ ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତି ଅନୁଯାୟୀ ରାଜ୍ୟରେ ଆଉ ୧୩ଟି ନୂଆ ପ୍ରାଥମିକ…

ପାରାଦୀପରେ ବିଜେଡିର “ଆମ ସହର, ଆମ ଉନ୍ନତି” କାର୍ଯ୍ୟକ୍ରମ

  ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ନବିନ ପଟ୍ଟନାୟକଙ୍କ ନିର୍ଦେଶ  ଅନୁସାରେ ପାରାଦୀପ ବିଜୁ ଜନତା ଦଳ ତରଫରୁ ଆମ ସହର, ଆମ ଉନ୍ନତି କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଅଛି । ସ୍ଥାନୀୟ ଜୟଦେବ ସଦନ ଛକ ନିଟସ୍ଥ ସେଲ୍ ଅଫିସ ପଡିଆରେ ଆୟୋଜିତ ବିଶାଳ…

ମହାନଦୀରେ ଜଳପ୍ରବାହ ୫୦% କମି ଯାଇଛି , ନଦୀ କୂଳେ କୂଳେ ସୃଷ୍ଟି ହେବ ୫୦୦ କିମି ଜଙ୍ଗଲ 

  ଭୁବନେଶ୍ୱର ରୁ ରାମ ଚନ୍ଦ୍ର ପଣ୍ଡା :  ମହାନଦୀ ଓଡ଼ିଶାର ଜୀବନ ରେଖା,ଛତିଶଗଡ ଉପରମୁଣ୍ଡରେ ବନ୍ଧ ବାନ୍ଧିବା ପରେ ଅବସ୍ଥା ଖରାପ ହୋଇଯାଇଛି।ମହାନଦୀରେ ପ୍ରବାହିତ ହେଉଥିବା ଜଳ ର ପରିମାଣ ୫୦% କମିଯାଇଛି ଏବଂ ନଦୀ ଗର୍ଭ ମଧ୍ୟ ପୋତି ହୋଇଯାଉଛି।ତେଣୁ ଜଙ୍ଗଲ ବିଭାଗ ଅଭିନବ ପନ୍ଥା ଅବଲମ୍ବନ…

ଭିଜିଲାନ୍ସ ଟ୍ରାପରେ ଧରାପଡ଼ିଲେ ବିଦ୍ୟୁତ ବିଭାଗ ଓପିଟିସିଏଲର ଡ଼ିଜିଏମ 

  ବାରିପଦା ଦିଲ୍ଲୀପ ମହାନ୍ତି  : ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟ୍ରାପରେ ଧରାପଡ଼ି ଜେଲ ଗଲେ ବାରିପଦା ବିଦ୍ୟୁତ  ବିଭାଗ ଓପିଟିସିଏଲର ଡ଼ିଜିଏମ । ଏକ ଘରୋଇ ବୋଲେରୁ ଗାଡ଼ିକୁ କାର୍ଯ୍ୟାଳୟ ଭଡ଼ା ସୂତ୍ରରେ ଆଣି ବ୍ୟବହାର କରୁଥିବା ବେଳେ ଉକ୍ତ ଗାଡ଼ିର ଦୁଇ ମାସର ଭଡ଼ା…

ବିଜେପୁର ଉପରେ ନବିନ ଅବେଳିଆ ଫିଦା

  ଗଙ୍ଗାଧର ପରେ ଏବେ ସବରେଜିଷ୍ଟ୍ରର  ବିଜେପୁର ପଂଚାୟତକୁ ଏନଏସି  ମାନ୍ୟତା !!!!   ଉପ ନିର୍ବାଚନ ମୁଣ୍ଡ ଉପରେ ଥିବା ବିଜେପୁରକୁ ଗୋଟିଏ ପରେ ଗୋଟିଏ  ତୋଫା ଦେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପତ୍ତନୟକ । ପ୍ରଥମେ ଡିପିଆର ନହୋଇ ୧୨୬୦ କୋଟି ଟଙ୍କାର ଗଙ୍ଗାଧର ମେହେର ପାଇପ ଜଳସେଚନ…