ଓଡଗାଁ ଶ୍ରୀରାମ ନବମୀ ଯାତ୍ରା ଷଷ୍ଠ ସନ୍ଧ୍ୟା
ବନବାସ ବେଶ ଦର୍ଶନ କରି ଭାବବିହ୍ୱଳ ହେଲେ ଭକ୍ତମଣ୍ଡଳୀ
ଓଡ଼ଗାଁ, ୧।୪ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଶ୍ରୀରଘୁନାଥ ଜୀଉଙ୍କ ଶ୍ରୀରାମ ନବମୀ ଯାତ୍ରାର ଷଷ୍ଠ ସନ୍ଧ୍ୟାରେ ପ୍ରଭୁଙ୍କ ବନବାସ ବେଶ ଦର୍ଶନ ଭକ୍ତମାନଙ୍କ ମନରେ ଗଭୀର ବିଶାଦ ଓ ଭାବବିହ୍ୱଳତା ସୃଷ୍ଟି…