ଏକ୍ସପାରୀ ସାଲାଇନ୍ ଦେବା ଘଟଣା, ୩ ଜଣ ନର୍ସଙ୍କୁ ବଦଳି

  ବଲାଙ୍ଗୀରରୁ ନିରୋଜ ମିଶ୍ର : ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁରୋଗୀଙ୍କୁ ଏକ୍ସପାରୀ ସାଲାଇନ୍ ଦେବା ଘଟଣାରେ ୩ ଜଣ ନର୍ସଙ୍କୁ ସିଡିଏମଓ   ବଦଳି କରିଛନ୍ତି। ପ୍ରାଥମିକ ତଦନ୍ତ ପରେ ୩ ଜଣ ନର୍ସଙ୍କୁ ବଦଳି କରାଯାଇଥିବା କୁହାଯାଇଛି | ଗତ ୧୪ ତାରିଖ ରାତିରେ ଶିଶୁ ବିଭାଗ…

କେନ୍ଦୁଝର ଜିଲ୍ଲା ର ଦାବିକୁ ମାନିଲାନି ରେଳ ମନ୍ତ୍ରାଳୟ

  ରେଳ ବଜେଟ୍‍ ନେଇ କେନ୍ଦୁଝର ବିକାଶ ପରିଷଦ ଅସନ୍ତୁଷ୍ଟ ଭୁବନେଶ୍ୱର : ଚଳିତ ରେଳ ବଜେଟ୍‍ରେ କେନ୍ଦୁଝରବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦେଇଥିବା ନୂତନ ପ୍ରସ୍ତାବ ମଧ୍ୟରୁ ଗୋଟିକୁ ହେଲେ ରେଳ ମନ୍ତ୍ରାଳୟ ଗ୍ରହଣ କରିଥିବାରୁ ଭୁବନେଶ୍ୱର ଠାରେ ଥିବା କେନ୍ଦୁଝର ବିକାଶ…

ବିଜେଡି ହୋର୍ଡ଼ିଂଙ୍ଗ ଉଠାଇଦେଉଛି ପୋଲିସ, ବିଜେପି ହୋର୍ଡ଼ିଂଙ୍ଗ ହଟୁନି 

ଭଏସ୍‍ ମେସେଜ୍‍ ପଠାଇ ଆଚରଣ ବିଧି ଉଲ୍ଲଂଘନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ଫେରାଦି ଭୁବନେଶ୍ୱର : ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରଚାର ଜୋରସୋର ଚାଲିଥିଲା ବେଳେ ରାଜ୍ୟ ସରକାରଙ୍କୁ ବଦନାମ କରିବା ସହ ସେଥିରୁ ନିର୍ବାଚନୀ ଫାଇଦା ଉଠାଇବା ଲାଗି ଏକ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ…

 ଶିଶୁଙ୍କୁ ଜୀବନ ସହ ଖେଳ, ୩ ଶିଶୁଙ୍କୁ ଏକ୍ସପାରୀ ସାଲାଇନ୍

    ବଲାଙ୍ଗିର/ Nirioj Mishra : ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁଙ୍କୁ ଜୀବନ ସହ ଖେଳ, ୩ ଶିଶୁଙ୍କୁ ଏକ୍ସପାରୀ ସାଲାଇନ୍ ଦିଆଯାଇଥିବା ଅଭିଯୋଗ, ଅଭିଯୋଗ ପରେ ସାଲାଇନ ହଟାଇ ନେଇଥିବା ରୋଗୀଙ୍କ ସମ୍ପର୍କୀୟଙ୍କ ସୂଚନା, ଷ୍ଟୋରରୁମ୍ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଉପରେ ଦୋଷ…

   ମନ୍ତ୍ରୀ ସୁଶାନ୍ତ ସିଂଙ୍କ କଥାରେ ବିଜେଡିକୁ ସୁହାଇଲା ଭଳି କାମ କରୁଛି ପୋଲିସ 

 ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ମନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ଦାବି ଜଣାଇଲା ବିଜେପି ବିଜେପୁରର ତେଲ ମହୁଲ ଛକ ଠାରେ ପୋଲିସ ଦ୍ୱାରା ନିରପକ୍ଷ ଯାଂଚ ଦାବୀ ବିଜେପୁରରେ ୨୪ ଘଂଟିଆ ପୋଲିସ ମୁତୟନ ସହ ପ୍ରତି ଗାଡିକୁ ନିୟମିତ ଭାବେ ଯାଂଚ କରାଯାଉ  ତେଲ ମହୁଲ ଛକରେ…

ଓଡିଆ କାବ୍ୟ ସାହିତ୍ୟକୁ କବି ସନ୍ତୋଷ ଚୌଧୁରୀଙ୍କ ଅବଦାନ ଅତୁଳନୀୟ

  କବି ସନ୍ତୋଷଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ ବାରିପଦା/ଦିଲ୍ଲୀପ ମହାନ୍ତି - ଓଡିଆ କାବ୍ୟ ଜଗତକୁ କବି ସନ୍ତୋଷ ଚୌଧୁରୀଙ୍କ ଅବଦାନ ଅତୁଳନୀୟ । ସେ ଥିଲେ ଏକ ଅମ୍ଳାନ ପ୍ରତିଭା । ସେ ପ୍ରତିଭାର କେବେ ଅନ୍ତ ନାହିଁ । ଜଣେ ନିରଳସ ସାହିତ୍ୟ ସାଧକ ଭାବେ ଖ୍ୟାତି ଅର୍ଜନ କରିଥିବା ଏହି…

ଫେବୃଆରୀ ୨୨ରେ ଶ୍ରୀରାମଚନ୍ଦ୍ର ଗୌରବ ଜ୍ୟୋତିଯାତ୍ରା

ମା କିଚ୍ଚକେଶ୍ୱରୀଙ୍କ ମନ୍ଦିର ପ୍ରାଙ୍ଗଣରୁ ବାହାରିବ ଗୌରବ ଜ୍ୟୋତି ୨୨ତାରିଖ ସଂଧ୍ୟାରେ ଶହୀଦସ୍ମୃତି ଭବନରେ ହେବ ଛଉ ଓ ଝୁମର ନୃତ୍ୟଗୀତ ବାରିପଦା/Dillip mohanty : ପ୍ରାତଃସ୍ମରଣୀୟ ମହାରାଜା ଶ୍ରୀରାମ ଚନ୍ଦ୍ରଙ୍କ ୧୦୬ତମ ପୂଣ୍ୟ ତିଥି ଅବସରରେ ‘ଆମେ ମୟୂରଭଂଜିଆ’ ସଂଗଠନ ପକ୍ଷରୁ ଆୟୋଜିତ…

 ମହାଶିବରାତ୍ରି: ଶିବ ଆରାଧନାରେ ପ୍ରକମ୍ପିତ ହେଲା ମୟୂରଭଞ୍ଜ ।

  ବାରିପଦାରୁ ଦିଲ୍ଲୀପ ମହାନ୍ତି -ଶିବ ଆରାଧନା ନିମନ୍ତେ ସପ୍ତାହର ପ୍ରତ୍ୟେକ ସୋମବାର ସହିତ ସମସ୍ତ ପକ୍ଷରଚତୁର୍ଦ୍ଦଶୀ   ତିଥି ଓ ଶିବ ରାତ୍ରି ସର୍ବୋକ୍ରୃଷ୍ଟ ସମୟ । ମହାଶିବରାତ୍ରି ବତୁର୍ଦ୍ଧଶୀ କିମ୍ବା କୁମ୍ଭ ମାସ କୃଷ୍ଣ ପକ୍ଷର ଚତୁର୍ଦ୍ଧଶୀ ତିଥିରେ ପଡେ଼ । ସମସ୍ତ ବିଧି ରକ୍ଷାକରି…

ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସେ ଶେଷ ଜୀବନ ପର୍ଯ୍ୟନ୍ତ ସଂଗ୍ରାମ ଜାରିରଖିଥିଲେ ଲୁଲୁ : ନିରଞ୍ଜନ 

ରାଜ୍ୟସ୍ତରୀୟ ଲୁଲୁ ମହାପାତ୍ର ସ୍ମୃତି କମିଟି ପକ୍ଷରୁ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କର ୫୪ତମ ଜୟନ୍ତୀ ଉତ୍ସବ ପାଳିତ   ଭୁବନେଶ୍ୱର - ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ କମିଟିର ଅଧ୍ୟକ୍ଷ  ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରାଙ୍କ ସଭାପତିତ୍ୱରେ ଆଜି କ୍ୟାପିଟାଲ…

ଯୋଗେଶ ଆଶ୍ୱସ୍ତ, ନରସିଂହ ନିରାପଦ

ସୁପ୍ରିମକୋର୍ଟ ଲଗାଇଲେ ହାଇକୋର୍ଟଙ୍କ ଆଦେଶ ଉପରେ ରୋକ    କଂଗ୍ରେସ ବିଧାୟକ ଯୋଗେଶ ସିଂଙ୍କ ନିର୍ବାଚନକୁ ମାନ୍ୟବର ହାଇକୋର୍ଟ ଅସିଦ୍ଧ ଘୋଷଣା କରିବା ପରେ କିଛି ଗଣମାଧ୍ୟମ ସେତେବେଳେ ବହୁତ ଆଗକୁ ଅନୁମାନ କରି ଏହି ନିଷ୍ପତ୍ତିକୁ ସର୍ବଶେଷ ନିଷ୍ପତ୍ତି ଭାବେ ଦର୍ଶାଇ ଲେଖିଲେ ଆଉ ଘନ ଘନ…