ଭଦ୍ରକ ରେ ମେଡିକାଲ କଲେଜ ନିର୍ମାଣ ପାଇଁ ଆନ୍ଦୋଳନ ତେଜିଲା !

ଭଦ୍ରକ (ସତ୍ୟଭୂଷଣ ସ୍ବାମୀ) : ଭଦ୍ରକ ଜିଲ୍ଲାର  ସ୍ବାର୍ଥ ପାଇଁ ଆଜିଠାରୁ ଆରମ୍ଭ ହେଲା ବିରାଟ ଜନ ଆନ୍ଦୋଳନ ! ଅଵହେଳିତ ଭଦ୍ରକ ଜିଲ୍ଲାରେ ମେଡ଼ିକାଲ କଲେଜ ନିର୍ମାଣ ଦାଵି । ଏହି ଆନ୍ଦୋଳନରେ ଜନସାଧାରଣ , ଵହୁ ସଂଗଠନ ଏବଂ ସଂଗଠକ ଏଥିରେ ଯୋଗ ଦେଇ କାର୍ଯ୍ୟକ୍ରମ ସଫଳ କରିଛନ୍ତି । ଏକ ବିରାଟ…

ସାଇନିଂ ଷ୍ଟାର ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ।

ପଦ୍ମପୁର/ନୀଳ ଦୀପ -ବରଗଡ଼ ଶିକ୍ଷା ଜିଲ୍ଲା ତରଫରୁ ଅନୁଷ୍ଠିତ ଦ୍ବିତୀୟ ସାଇନିଂ ଷ୍ଟାର ପ୍ରବେଶିକା ପରୀକ୍ଷାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁର ର ଦୁଇଜଣ ଛାତ୍ରୀ ନଫିସ ଫାତମା ଓ ଗୁଲନାଜ ପରବିନ କୄତକାର୍ଯ୍ୟ ହୋଇଥିବାରୁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସେବାଶ୍ରୀ ଭୋଇ ଏବଂ…

ଦାନା ବାନ୍ଧୁଛି ଆନ୍ଦୋଳନ, ଏକାଠି ହେଉଛନ୍ତି ଲୋକପ୍ରତିନିଧି : ଭୋଟ ପୂର୍ବରୁ ନେଇପାରେ ଉଗ୍ର ରୂପ 

କ୍ୟାନସର ହସପିଟାଲ ଦାବି ପାଇଁ ଦସ୍ତଖତ ଅଭିଯାନ ଓ ରକ୍ତଦାନ ଶିବିର   Padampur/Nila Deep :ଦାନା ବାନ୍ଧୁଛି ଆନ୍ଦୋଳନ, ଏକାଠି ହେଉଛନ୍ତି ଲୋକପ୍ରତିନିଧି.. ଭୋଟ ପୂର୍ବରୁ ନେଇପାରେ ଉଗ୍ର ରୂପ | ବରଗଡ଼ ଜିଲ୍ଲାରେ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ଦାବିରେ ଜିଲ୍ଲା ସାରା ଚାଲିଛି ସଚେତନତା…

ବର୍ଷିଆନ  ସାମ୍ବାଦିକ ସାମ୍ବାଦିକ ଶାନ୍ତନୁ ବିଶ୍ୱାଳଙ୍କର ପରଲୋକ ।

 ବରଗଡ /ଗୌରାଙ୍ଗ ଚରଣ ଦାଶ :- ଅନେକ ସାମ୍ବାଦିକଙ୍କୁ ହାତଧରି ସାମ୍ବାଦିକତା ଶିଖାଇଥିବା. ସାମ୍ବାଦିକ ମାନଙ୍କ ପାଇଁ ନିରବଛିନ୍ନ ପ୍ରେରଣାର ଉତ୍ସ ତଥା ଜିଲା ସାମ୍ବାଦିକତା ଜଗତର ଭୀଷ୍ମ ପିତାମହ ବର୍ଷିଆନ ସାମ୍ବାଦିକ ଶ୍ରୀ ଶାନ୍ତନୁ ବିଶ୍ୱାଳ ଆଉ ନାହାନ୍ତି । ସେ ଥିଲେ ମିଷ୍ଟ ଭାଷୀ…

ପାଇକମାଲ ବଣିକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ  :   ଅନିଲ ଅଗ୍ରୱାଲ ସଭାପତି , ଯୁଗଳ ମେହେର ସମ୍ପାଦକ

ପାଇକମାଲ/ଗୌରାଙ୍ଗ ଦାଶ  :- ପାଇକମାଲ ବଣିଜ ସଂଘ ଦ୍ୱାରା ଆୟୋଜିତ ଏକ ବୈଠକରେ ନୂତନ କର୍ମକର୍ତ୍ତା ମନୋନୟନ ସାରିଯାଇଛି । ସମସ୍ତ କର୍ମକର୍ତ୍ତା ମାନଙ୍କର ଉପସ୍ଥିତ ରେ ସର୍ବସମ୍ମତି କ୍ରମେ ଶ୍ରୀ ଅନିଲ କୁମାର ଅଗ୍ରୱାଲ (ଲାଲା) ଙ୍କୁ ସଂଘ ର ସଭାପତି ,ଶ୍ରୀ ଯୁଗଳ କିଶୋର ମେହେର ଙ୍କୁ ସମ୍ପାଦକ…

ପଦ୍ମପୁର ଓଏସଆରଟିସି କର୍ମଚାରୀ ସଂଘ ଆନ୍ଦୋଳନ ୧୧ ଦିନ ବିତିଲା

ସମର୍ଥନ ଦେଇ ଆନ୍ଦୋଳନରେ ସାମିଲ ହେଲା ବରଗଡ  ଓଏସଆରଟିସି କର୍ମଚାରୀ ସଂଘ  ପଦ୍ମପୁର/ନୀଳ ଦୀପ -ଓଡ଼ିଶା ରାଜ୍ୟ ପରିବହନ ନିଗମ କର୍ମଚାରୀ ସଙ୍ଘ ପଦ୍ମପୁରଙ୍କ ଆନ୍ଦୋଳନ ଏକାଦଶ ଦିବସରେ ପହଞ୍ଚି ଥିବା ବେଳେ ଆଜି ତାଙ୍କୁ ସମର୍ଥନ ଜଣାଇବାକୁ ନିଗମର ବରଗଡ଼ ଶାଖାର କର୍ମଚାରୀ ମାନେ ଶ୍ରୀ ଜଗନ୍ନାଥ…

କାନ୍ସବହାଲସ୍ଥିତ ଆଇପିଏମରେ ଛାତ୍ର ଉତ୍ତେଜନା : ନିର୍ଦ୍ଦେଶକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି 

ସୁନ୍ଦରଗଡ଼/ ହୋରଚାନ୍ଦ ଦେହୁରୀଆ :  କାନ୍ସବହାଲସ୍ଥିତ ଆଇପିଏମ(ଇଣ୍ଡିଆନ ଇନଷ୍ଟିଟ୍ୟୁଟ ଅଫ ପ୍ରଡକ୍ସନ ମ୍ୟାନେଜମେଣ୍ଟ )ରାଜଗାଙ୍ଗପୁର  ନିର୍ଦ୍ଦେଶକ  ନିରଞ୍ଜନ ନାୟକ ଛାତ୍ରଛାତ୍ରୀ ମାନଙୁ ଅଶାଳୀନ ବ୍ୟବହାର କରିବା ସହ ସ୍ଥାନୀୟ ଶାସକଦଳ ରାଜନେତାଙ୍କୁ ଧରି ସେମାନଙ୍କୁ ଧମକ ଚମକ ଦେଉଥିବା…

ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ

ପଦ୍ମପୁର/ନୀଳ ଦୀପ - ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀ ସରୋଜ କୁମାର ଭୁଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜବୋଡାସମ୍ବର  ବି.ଇ.ଓ ସୁନୀଲ ମୁଣ୍ଡ , ମୁଖ୍ୟଅତିଥି ରୂପେ ଯୋଗ ଦେଇ…

ଲୋକଙ୍କ ଉପରେ ୨୦୦୦ ରହିଲେ କନେକ୍ସନ କାଟି ଦବ,  ହେଲେ କୋଡ଼ପୋଛା ଶିଳ୍ପ ସଂସ୍ଥା ଉପରେ ବାକିଆ  ୨୬୫୮ କୋଟି ଜଳକର

 ଭୁବନେଶ୍ୱର,: ସାଧାରଣ ଲୋକଙ୍କ ଉପରେ ଟଙ୍କା ୨୦୦୦ ରହିଲେ ସରକାର ତା ପାଣି ବା ଲାଇଟ କନେକ୍ସନ କାଟିଦେବେ | ହେଲେ ଶିଳ୍ପ ସଂସ୍ଥା ଉପରେ ହଜାର ହଜାର କୋଟି ଜଳକର ଥିଲେ ବେ ତା କେଶଗ୍ର ଛୁଇଁପାରିବେନି ସରକାର | କାରଣ ସେ ଆଇଦର ଓକିଲ ପୋଷୁଥିବ ଅର  ଅଫିସର | ମାନେ ଓକିଲଙ୍କୁ ଲଗାଇ କୋର୍ଟ ରେ…

ପୁଣି ଲଜ୍ଜ୍ୟା : ବଡ଼ବିଲରେ ଯୁବତୀଙ୍କୁ ଏକୁଟିଆ ଦେଖି କଲେ ଦୁଷ୍କର୍ମ , ଦୁଇଜଣ ଗିରଫ

ବଡ଼ବିଲ : ବଡ଼ବିଲରେ ପୁଣି ଲଜ୍ଜା। ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ବଡ଼ବିଲ ଚଟେଇ ହଟିଂ ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା। ଏ ନେଇ ଗତକାଲି ରାତିରେ ବଡ଼ବିଲ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତତ୍ପରତା ପ୍ରକାଶ କରି ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ…