ପିଲାଙ୍କ ପଇସା ବି ଖାଇଯିବେ
ଏଫଏମ କଲେଜ ଖେଳ ପଡିଆ ନିର୍ମାଣରେ ଦୁର୍ନୀତି ଅଭିଯୋଗ
ପଙ୍କମାଟି ପକାଇ ୬୮ଲକ୍ଷ ଚଳୁ ଉଦ୍ୟମ
ବାଲେଶ୍ୱର,ଉଜ୍ଜ୍ୱଳ କର : ଜିଲ୍ଲାର ସର୍ବପୁରାତନ କଲେଜ ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡ଼ିଆ ପୁନରୁଦ୍ଧାରରେ ନିମ୍ନମାନର କାର୍ଯ୍ୟକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ…