ବିଦ୍ୟୁତ ଚୋରି ରୋକିବାକୁ ଟିପିଏନଓଡିଏଲର କଠୋର ଆଭିମୁଖ୍ୟ

ବାଲେଶ୍ୱର, ୬ ।୧୨ : ବିଦ୍ୟୁତ ଚୋରିକୁ ତୃଣମୂଳ ସ୍ତରରୁ ରୋକିବା ପାଇଁ ବିଶେଷ ଗୁରୁତ୍ୱ ଦେଉଛି ଟିପିଏନଓଡିଏଲ । ଏହି କ୍ରମରେ ବାଲେଶ୍ୱର ବୈଦ୍ୟୁତିକ ମଣ୍ଡଳ ଅନ୍ତର୍ଗତ ବିଇଡି ଡିଭିଜନର ବିଭିନ୍ନ ସ୍ଥାନରେ ବିଦ୍ୟୁତ ଚୋରି ରୋକିବାକୁ ଚଢାଉ ଜାରି ରହିଛି । ଗତ ୪ ତାରିଖରେ ଟିପିଏନଓଡିଏଲ…

ସମ୍ବିଧାନ ପ୍ରଣେତା ଭୀମ ରାଓ ଆମ୍ବେଦକର ଙ୍କ ଶ୍ରାଦ୍ଧ ଦିବସ ପାଳିତ

ଜଗତସିଂହପୁର -ତା ୬.୧୨.୨୦୨୫ ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ସମ୍ବିଧାନ ପ୍ରଣେତା ଭୀମ ରାଓ ଆମ୍ବେଦକର ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଥିବା ତାଙ୍କ ପ୍ରତିମୂର୍ତ୍ତି ରେ…

୬୯ତମ ରାଜ୍ୟସ୍ତରୀୟ ବିଦ୍ୟାଳୟସମୂହ କ୍ରିକେଟ ପ୍ରତିଯୋଗିତା ୨୦୨୫-୨୬ ଉଦଘାଟିତ

ଜଗତସିଂହପୁର ତା ୦୬/୧୨ /୨୦୨୫ ସୁମନ୍ତ କୁମାର ଦାସ: ଜଗତସିଂହପୁର ପରିସରସ୍ତ ନବକୃଷ୍ଣ ଚୌଧୁରୀ ଷ୍ଟାଡିଅମ ଠାରେ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ, ଭୁବନେଶ୍ୱର ଓ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ଜଗତସିଂହପୁର ସୌଜନ୍ୟରୁ ୬୯ତମ ରାଜ୍ୟସ୍ତରୀୟ କ୍ରିକେଟ ପ୍ରତିଯୋଗିତା…

ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ପାଇଁ ପ୍ରସ୍ତୁତି ବୈଠକ

 ଜଗତସିଂହପୁର, ତା ୬/୧୨/୨୫ସୁମନ୍ତ କୁମାର ଦାସ:  ଆସନ୍ତା ତା.୨୩-୧୨-୨୦୨୫ ଓ ୨୪-୧୨-.୨୦୨୫ରିଖ ଦୁଇଦିନ ଧରି ସ୍ଥାନୀୟ କଲେକ୍ଟୋରେଟ ପଡିଆରେ ଜ଼ିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା ଅନୁଷ୍ଠିତ ହେବ। ଏଥି ପାଇଁ ଶନିବାର ତା ୦୬.୧୨.୨୦୨୫ରିଖରେ, ଜ଼ିଲ୍ଲାପାଳଙ୍କ କାର୍ଯ୍ୟଳୟ ସ୍ଥିତ…

୧୮ ମାସରେ ୧୮ରୁ ଉଦ୍ଧ୍ୱର୍ ପରୀକ୍ଷା ବାତିଲ

ଏଏନ୍ଏମ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି ତ୍ରୁଟିଶୁନ୍ୟ ପରୀକ୍ଷା ପରିଚାଳନା କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ପ୍ରଶ୍ନପତ୍ର ପ୍ରଘଟକୁ ରୋକିବା ପାଇଁ ରାଜ୍ୟ ସରକାର ଆଣିଥିବା ଆଇନ ଶୀତଳ ଭଣ୍ଡାରରେ ଭୁବନେଶ୍ୱର, ୦୬/୧୨/୨୦୨୫:…

ବିଜେପିରେ ପ୍ରୟାସକାନ୍ତି ସାମଲ ଓ ପ୍ରଣିତକାନ୍ତି ସାମଲ ମିଶିବା ପ୍ରସଙ୍ଗ

ବରପଦା ଇଞ୍ଜିନିୟରିଂ କଲେଜକୁ ନେଇ ବିଜେପି ସହ
ଡିଲ୍ ହୋଇଛି: ବ୍ୟୋମକେଶ ରାୟ ଇଡି କେସ୍ରୁ ବଞ୍ଚିବାକୁ ବିଜେପିରେ ଯୋଗଦାନ ଭଦ୍ରକବାସୀ ବିଜେପିକୁ ନାପସନ୍ଦ କରୁଛନ୍ତି ଆଗାମୀ ଦିନରେ ଭୋଟ୍ରେ ଜବାବ ଦେବେ ଜନତା ଭୁବନେଶ୍ୱର, ୦୬/୧୨/୨୦୨୫: ବିଜେପିରେ ପ୍ରୟାସକାନ୍ତି ସାମଲ…

ପଦ୍ମପୁର ଲୋକମହୋତ୍ସବ : ବାଣିଜ୍ୟ ମେଳା ଉଦଘାଟିତ ।

ପଦ୍ମପୁର:- ବରଗଡ଼ ଜିଲ୍ଲା ପଦ୍ମପୁର ଠାରେ ପ୍ରତିବର୍ଷ ଭଳି ଏଥର ମଧ୍ୟ ଟାଉନ୍ କ୍ଲବ ପଦ୍ମପୁର ତରଫରୁ ଲୋକ ମହୋତ୍ସବ ୨୦୨୫ର ବିଭିନ୍ନ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି। ସ୍ଥାନୀୟ ଟାଉନ କ୍ଳବ ଦ୍ବାରା ଆୟୋଜିତ ହେଉଥିବା ପଦ୍ମପୁର ଲୋକମହୋତ୍ସବ ୨୦୨୫ ଆସନ୍ତା ଡିସେମ୍ବର ୧୦ତାରିଖ ରୁ…

ନୂତନ ପେନସନଭୁକ୍ତ ଶିକ୍ଷକଙ୍କ ଲୋୟର ପିଏମଜିରେ ଧାରଣା

ଓଡ଼ଗାଁ ବ୍ଳକରୁ ୨ ଦିନ ହେଲା ୩୬୦ ଜଣ ଶିକ୍ଷକ ଛୁଟିରେ ଓଡ଼ଗାଁ,୬।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକରେ ଶିକ୍ଷାଦାନ ନିମନ୍ତେ ୭ଶହରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ସମୟରେ ୫ ଶହ ୬୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନ…

ଗାଁ ଦାଣ୍ଡରେ ପାଳିତ ହେଲା ବାଟ ଓଷା,

ଓଡ଼ଗାଁ,୬।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳର ଗ୍ରାମଠୁ ସହର ଯାଏଁ ହିନ୍ଦୁ ପରମ୍ପରା ରିତୀନିତୀ ଆଧାରେ ପିଲାମାନଙ୍କ ମଙ୍ଗଳ ମନାସି ମା'ମାନେ ଗ୍ରାମ ଦାଣ୍ଡରେ ପାଳିଲେ ଦାଣ୍ଡପହଁରା ଓ ବାଟ ଓଷା । ପୌଷ ମାସ କୃଷ୍ଣ ଦ୍ୱିତୀୟା ତିଥିରେ ଏହା ପାଳନ କରାଯାଏ । ଏହି…

୬୩ ତମ ଜିଲ୍ଲା ସ୍ତରୀୟ ଗୃହରକ୍ଷୀ ପ୍ରତିଷ୍ଠା ଦିବସ

https://youtu.be/y9cuTsDiwj4   ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ବେତାଗୁଡ଼ା ସ୍ଥିତ ରିଜର୍ଭ ପୋଲିସ ପଡିଆ ଠାରେ ଆଜି ( ଶନିବାର ) ଗଜପତି ଜିଲ୍ଲା ଗୃହରକ୍ଷୀ ବାହିନୀ ଆନୁକୁଲ୍ୟରେ ୬୩ ତମ ଜିଲ୍ଲାସ୍ତରୀୟ…