ଜସୱନ୍ତ ସିଂହଙ୍କ କମିଶନଙ୍କ ରିପୋର୍ଟକୁ ଆଧାର କରି ବଲାଙ୍ଗିରରେ ପୁନଃ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବାର ଦାବି

ବଲାଙ୍ଗିର: ଦୀର୍ଘ ଦିନରୁ ଜିଲ୍ଲାରେ ପୁନଃ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ଆନ୍ଦୋଳନ ହୋଇ ଆସୁଛି । ଜସୱନ୍ତ ସିଂହଙ୍କ କମିଶନଙ୍କ ରିପୋର୍ଟକୁ ଆଧାର କରି ବଲାଙ୍ଗିରରେ ପୁନଃ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବାର ଦାବି ହୋଇଛି । ତେବେ ଏଥିପାଇଁ ଏକ  ବୈଠକରେ ସବୁ ସଂଗଠନ ଓ ଓକିଲ ସଂଘ ଆଗକୁ ବଡ…

ଅର୍କେଶଙ୍କ ନେତୃତ୍ୱରେ  ବଲାଙ୍ଗିର  ବିଧାନସଭା ନିର୍ବାଚନ ମଣ୍ଡଳୀ ଦଳକୁ ମଜଭୁତ କରିବାକୁ ସଂକଳ୍ପ 

ବଲାଙ୍ଗୀର/ନିରୋଜ ମିଶ୍ର : ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀର ମହିଳା ସଭାପତି ସନ୍ତୋଷିନି ବେହେରାଙ୍କ ସଭାପତିତ୍ୱରେ ସ୍ଥାନୀୟ ଶୈଳଶ୍ରୀ ପ୍ୟଲେସ ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଟଳିରେ ଆଗାମି ଦିନରେ କିଭଳି…

ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ କରାଇବାରେ ବିଜେଡ଼ି ବାଧକ ସାଜିଛି-  ବିଜେପି 

ବାରିପଦା(ଦିଲ୍ଲୀପ ମହାନ୍ତି )- କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସର୍ବବୃହତ୍ତ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନାକୁ ଓଡ଼ିଶାରେ କାର୍ଯ୍ୟକାରୀ କରାଇବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପରିଚାଳିତ ବିଜେଡ଼ି ସରକାର ବାଧକ ସାଜିଛି । ଯୋଜନା କାର୍ଯ୍ୟକାରୀ…

ଜୈବିକ ପଦ୍ଧତିରେ ଦେଶି ଧାନ ଚାଷ କରି ଉଦାହରଣ ସୃଷ୍ଟି କରୁଛନ୍ତି ଚାଷୀ ଅଶୋକ ସାହୁ

ପଦ୍ମପୁର/ନୀଳ ଦୀପ  - ଓଡିଶାର ଭାତ ହାଣ୍ଡି ବୋଲାଉଥିବା ବରଗଡ ଜିଲ୍ଲାର ଚାଷୀ ଏବେ ଜୈବିକ ପଦ୍ଧତିରେ ଚାଷକାର୍ଯ୍ୟ ଆଡେ ମୁହଁ କରିବା ଆରମ୍ଭ କଲେଣି । ଯେଉଁ ଚାଷରେ କୌଣସି ରାସାୟନିକ ସାର କିମ୍ବା ଔଷଧ  ବ୍ୟବହାର ହେବ ନାହଁ ଏବଂ ସେହି ଧାନରେ ବାହାରୁଥିବା ଚାଉଲ ସ୍ୱାଦିଷ୍ଟ ହେବା ସହିତ ମଣିଷ…

ଇଏ ବାସ୍ତବରେ କଣ ? 

ଭାରତର ବିଚାର ବିଭାଗୀୟ ଇତିହାସରେ ବୋଧ ହୁଏ ଏପରି ଦୁର୍ଭାଗ୍ୟଜନକ ଘଟଣା କେବେ ଘଟି ନଥିଲା | ଆଉ ଏଥିପାଇଁ ଲଜ୍ଜା କରିବାକୁ ପଡିବ କି ଗୌରବ ତାହା ଆଗାମୀ ସମୟ କହିବ | 

କେନ୍ଦ୍ର ସରକାରଙ୍କ ବ୍ୟବସାୟୀ ମାରଣନୀତି ବିରୁଦ୍ଧରେ ଆନ୍ଦୋଳନ : ଘୁ,ଉଦୟଗିରି ବ୍ୟବସାୟୀ ସଂଘର  ସମର୍ଥନ 

ଘୁ,ଉଦୟଗିରି/ ଗଗନ କୁମାର ପ୍ରଧାନ : କେନ୍ଦ୍ର ସରକାରଙ୍କ ବ୍ୟବସାୟୀ ମାରଣନୀତି ବିରୁଦ୍ଧରେ ଭାରତର ସମସ୍ତ ଖୁଚୁରା ବ୍ୟବସାୟ ବନ୍ଦକୁ ଘୁ,ଉଦୟଗିରି ବ୍ୟବସାୟୀ ସଂଘ ସମର୍ଥନ ଜଣାଇ ସମସ୍ତ ବ୍ୟବସାୟୀ ଅନୁଷ୍ଠାନ ବନ୍ଦ ରହିଥିଲା । ବ୍ୟବସାୟୀ ସଂଘ ପକ୍ଷରୁ ଏକ ରାଳିର ଆୟୋଜନ କରାଯାଇ ସାରା ସହର…

 ବୈଜୟନ୍ତଙ୍କ ପାଗଳ ବନ୍ଧୁଙ୍କୁ ସମନ !

ପୂର୍ବତନ ବିଜେଡି ସଂସଦ ବୈଜୟନ୍ତ ପଣ୍ଡାଙ୍କ ଅତି ଘନିଷ୍ଠ ତଥା ପାଗଳ ବନ୍ଧୁ ଅଭିଜିତ ଆୟାର ମିତ୍ରଙ୍କୁ ସମନ କରିବାକୁ ବିଧାନସଭାର ଗୃହ କମିଟି ନିଷ୍ପତ୍ତି ନେଇଛନ୍ତି |  କୋଣାର୍କ ସହିତ ରାଜ୍ୟର ବିଧାୟକମାନଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଏହି ମାନସିକ ବିକାରଗ୍ରସ୍ତ ତଥା ଵିଦ୍ଵେଷ…

ଆଜି ରେଢ଼ାଖୋଲ ରେ ଔଷଧ ଦୋକାନ ବନ୍ଦ:ଅନ୍ ଲାଇନ ବିକ୍ରିକୁ ବିରୋଧ

ରେଡାଖୋଲରୁ ଯଶୋବନ୍ତ ସାହୁ: ଇ-ଫାର୍ମାସୀ  ଓ ଅନ୍ ଲାଇଲ ଔଷଧ ବିକ୍ରିକୁ ବିରୋଧ କରି ସମଗ୍ର ଦେଶରେ ଆଜି ଔଷଧ ଦୋକାନ ବନ୍ଦ ରହିଛି l ଅଖିଳ ଭାରତ ଔଷଧ ବ୍ୟବସାୟୀ ମହାସଂଘ ପଖ୍ୟରୁ  24 ଘଣ୍ଟିଆ ବନ୍ଦ ଡ଼ାକରା ଦିଆଯାଇଛି lଏହି ବନ୍ଦ ଡ଼ାକରାକୁ ଉତ୍କଳ ଡ଼୍ରଗିଷ୍ଟ ଓ କେମିଷ୍ଟି ଆସୋସିଏସନ ସମର୍ଥନ…

ରାସନକାର୍ଡ ଚୟନରେ ଅନିୟମିତତା

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ:ରେଢ଼ାଖୋଲ  ବ୍ଲକ ଚାରମାଳ ପଞ୍ଚାୟତ ରେ ରାସନକାର୍ଡ ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି lରାସନ କାର୍ଡ ପାଇବାରୁ ବଞ୍ଚିତ ହୋଇଥିବା ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ହିତାଧିକାରୀ ଆଜି ଉପଜିଲ୍ଲାପାଳ ବିଶିକେସନ ଦେହୁରୀ ଙ୍କୁ ଏକ ଦାବିପତ୍ର ପ୍ରଦାନ…

୩ଦଫା ଦାବି ନେଇ କନ୍ଧମାଳ  ବିଜେପି ପକ୍ଷରୁ ବନ୍ଦ ଡାକରା 

କନ୍ଧମାଳ/ ଗଗନ କୁମାର ପ୍ରଧାନ : ୩ଦଫା ଦାବି ନେଇ କନ୍ଧମାଳ ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ଜି ଉଦୟଗିରି ଠାରେ ମଧ୍ୟ ବିଜେପି ପକ୍ଷରୁ ଏହା ପାଳିତ ହୋଇଛି | କନ୍ଧମାଳ ଜିଲ୍ଲା କୃଷକ ମୋର୍ଚା ସଭାପତି ଅବନେଶ୍ୱର ପ୍ରଧାନ, ଜି ଉଦୟଗିରି ଏନଏସି ମହିଳା ମୋର୍ଚା ସଭାନେତ୍ରୀ…