ପଦ୍ମପୁରରେ ପ୍ରବାଦ ପୁରୁଷଙ୍କ ୨୧ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ପଦ୍ମପୁର(Nila Deep )- ପ୍ରବାଦ ପୁରୁଷ ତଥା ଆଧୁନିକ ଓଡ଼ିଶାର ନିର୍ମାତା ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୧ତମ ଶ୍ରାଦ୍ଧ ବାର୍ଷିକୀ ପଦ୍ମପୁର ବିଜୁ ଜନତା ଦଳ କାର୍ଯ୍ୟାଳୟ ପରିସରରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ ବରିହାଙ୍କ ନେତୄତ୍ବରେ ପାଳିତ ହୋଇଯାଇଛି ।ଏହି ଅବସରରେ…

   ନୀଳଗିରି ନାବାଳିକା ଦୁଷ୍କର୍ମ ଅଘଟଣ ପରେ ଵ୍ୟାକଫୁଟରେ ବିଜେଡି, କାଠୱା ପରେ କାଠେଇ ଯାଇଥିବା  ବିଜେପି ନୀରବତା…

 ଆଉ କେତେ ଦିନ ନୀରବ ରହିବେ ମୁଖ୍ୟମନ୍ତ୍ରୀ ? : ଲେଖାଶ୍ରୀ  ଭୂବନେଶ୍ୱର, (ମାନସୀ ମିଶ୍ର) : ବିଜେପି ଶାସିତ ରାଜ୍ୟରେ ବଳାତ୍କାର ତଥା ନାବାଳିକାଙ୍କ ପ୍ରତି ହେଉଥିବା ବର୍ବର କାଣ୍ଡର ପ୍ରତିବାଦ କରି ବିଜେଡି ରାସ୍ତାକୁ ଓଲ୍ହାଇ କ୍ୟାଣ୍ଡଲ ରାଲି କରିଥିଲା | ବିଜେପି ଶାସିତ ରାଜ୍ୟରେ ନାରୀ…

ଉତ୍କଳ  ବିଶ୍ୱବିଦ୍ୟାଳୟ ଅଣଶିକ୍ଷକ କର୍ମଚାରୀଙ୍କ ଧାରଣା

ସପ୍ତମ ବେତନ କମିସନ ଆଧାରରେ ଦରମା ଦେବାକୁ ଦାବି ଭୁବନେଶ୍ୱର(ଚକ୍ରଧର ମାଝି)  : ଉତ୍କଳ ବିଶ୍ୱବିଦ୍ୟାଳୟ ଅଣ ଶିକ୍ଷକ କର୍ମଚାରୀ ସଂଘ ପକ୍ଷରୁ ସୋମବାର କୁଳପତିଙ୍କ କାର୍ୟ୍ୟାଳୟ ସାମ୍ନାରେ ଧାରଣା ଦିଆଯାଇଛି । ସପ୍ତମ ବେତନ କମିସନ ଆଧାରରେ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କୁ ତୁରନ୍ତ ଦରମା…

ଦୁଷ୍କର୍ମ ପୀଡିତାକୁ ନ୍ୟାୟ ମିଳିବା ପାଇଁ କ୍ୟାଣ୍ଡେଲ ରାଲି 

ପଦ୍ମପୁର(Nila deep)- ରାଜ୍ୟ ତଥା ଦେଶର ଲଗାତାର ଭାବରେ ଦୁଷ୍କର୍ମ ଘଟଣା ବହୁଲ ଭାବରେ ବୄଦ୍ଧି ପାଇବାରେ ଲାଗିଛି ।ଏଇ ପରିପେକ୍ଷୀରେ ସଂପ୍ରତି କାଶ୍ମୀରର ଅସିଫାକୁ ଦୁଷ୍କର୍ମ କରିବା ସହିତ ହତ୍ୟା କରିବା ଘଟଣା ପରି ସଙ୍ଗୀନ ଓ ଲଜ୍ୟା ଜନକ ଅପରାଧିକ କାର୍ଯ୍ୟକଳାପ ସାରା ବିଶ୍ବରେ ଚହଳ ସୄଷ୍ଟି…

“ତୋର୍ ପାର୍ କେ ମୋର୍ ପାହା” ନାଟକକୁ ୮ଟି ପୁରସ୍କାର 

ପଦ୍ମପୁର(Nila Deep )-ଗତ ୧୩ରୁ୧୫ ତିନିଦିନ ବ୍ୟାପି ସୋନପୁରେ ଆୟୋଜିତ 'ରାଷ୍ଟ୍ରୀୟ ନାଟ୍ୟ ମେଳା'ରେ ଅବର୍ଣ୍ଣିଗୁଂଡା ନାଟ୍ୟ ସଂସଦକୁ ବିଶେଷ ସଫଲତା ମିଲିଛି ।ଏହି ମେଲାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନ୍ୟ ଭାଷାଭାଷୀ ନାଟ୍ୟ ଦଳମାନେ ଅଂଶଗ୍ରହଣ କରିଥିଲେ ।ସମ୍ବଲପୁରୀ-କୋଶଲୀ ଭାଷାର ନାଟକ…

ଗଜପତିରେ ପୋଲିଓ ଟୀକାକରଣ : ଟାର୍ଗେଟ ୭୨, ୯୮୦ ଶିଶୁ 

ଗଜପତିରୁ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ ହୋଇଛି | ଜିଲ୍ଲାପାଲ ଅନୁପମ ଶାହା ଏହି ଅଭିଯାନ ର ଶୁଭାରମ୍ଭ କରିଥିଲେ | ଜିଲ୍ଲାର  ୫୩୪ଟି କେନ୍ଦ୍ରରେ  ୭୨, ୯୮୦ ଜଣ ଶିଶୁଙ୍କୁ ପଲସ ପୋଲିଓ ବୁନ୍ଦା ପ୍ରଦାନ କରାଯିବ | 

ବ୍ରାହ୍ମଣୀ ପୋଲ ଉପରେ ଗାଡ଼ି ଚଳାଚଳ ବନ୍ଦର ଅବଧି ୧୭ରୁ ୨୩ ପର୍ଯ୍ୟନ୍ତ ବଳବତର: ଜିଲାପାଳ

ଯାଜପୁର ରୋଡ(ଜୟଶଙ୍କର ଦାଶ) :  ଯାଜପୁର ଜିଲା ଜେନାପୁର ଠାରେ ଥିବା ବ୍ରାହ୍ମଣୀ ପୋଲ ମରାମତି ନେଇ ପୁର୍ବରୁ ଅପ୍ରେଲ ୯ତାରିଖରୁ ୧୬ତାରିଖ ପର୍ଯ୍ୟନ୍ତ ସମସ୍ତ ଗାଡ଼ି ଚଳାଚଳ ବ୍ୟାହତ ରହିଥିବା ବେଳେ ପୁନଶ୍ଚ ମରାମତି କାର୍ଯ୍ୟ ସରିନଥିବାରୁ ଏହି ବନ୍ଦକୁ ଚଳିତ ମାସ ୧୭ରୁ ୨୩ତାରିଖ ପର୍ଯ୍ୟନ୍ତ…

ସରପଞ୍ଚ ଙ୍କ ଅନୁପସ୍ଥିତ ରେ ଚାଲିଛି ଭତା ବଣ୍ଟନ ।

  କେନ୍ଦ୍ରାପଡା ରୁ ପ୍ରଫୁଲ୍ଲ କୁମାର ମଲ୍ଲ :   ବେଣୀପୁର ଗ୍ରାମପଞ୍ଚାୟତରେ ସରପଞ୍ଚ ଙ୍କ ବିନା ଉପସ୍ଥିତିରେ  କରାଗଲା ଭତ୍ତା ବଣ୍ଟନ ସାଧାରଣ ଲୋକଙ୍କ ମଧ୍ୟରେ ଦେଖାଗଲା  ଅସନ୍ତୋଷ ।ଏମିତି କି ତିନିମାସ ହେବ ଭତ୍ତା ନପାଇବାର ଅଭିଯୋଗ ଆଣିଲେ ହିତାଧିକାରୀ ।    

ସରପଞ୍ଚ ଙ୍କ ଅନୁପସ୍ଥିତ ରେ ଚାଲିଛି ଭତା ବଣ୍ଟନ ।

  କେନ୍ଦ୍ରାପଡା ରୁ ପ୍ରଫୁଲ୍ଲ କୁମାର ମଲ୍ଲ :   ବେଣୀପୁର ଗ୍ରାମପଞ୍ଚାୟତରେ ସରପଞ୍ଚ ଙ୍କ ବିନା ଉପସ୍ଥିତିରେ  କରାଗଲା ଭତ୍ତା ବଣ୍ଟନ ସାଧାରଣ ଲୋକଙ୍କ ମଧ୍ୟରେ ଦେଖାଗଲା  ଅସନ୍ତୋଷ ।ଏମିତି କି ତିନିମାସ ହେବ ଭତ୍ତା ନପାଇବାର ଅଭିଯୋଗ ଆଣିଲେ ହିତାଧିକାରୀ ।    

ତାରିଖ ପେ ତାରିଖ….ତାରିଖ ପେ ତାରିଖ…..ତାରିଖ ପେ ତାରିଖ

ଚିଟ ଫଣ୍ଡ  କମିଶନଙ୍କ ପାଇଁ ୪ କୋଟି ଖର୍ଚ୍ଚ : କାର୍ଯ୍ୟକାଳ ବଢ଼ିଲାଣି ୧୪ ଥର ଭୁବନେଶ୍ୱର : ବିଧାନସଭାରେ ବିଜେପି ବିଧାୟକ ଦିଲ୍ଲୀପ ଚିଟ ଫଣ୍ଡ ସମ୍ପର୍କିତ ଉତ୍ତର ପଢିବା ପରେ ଦାମିନୀ ଚଳଚିତ୍ରରେ ସନ୍ନି ଦେଓଲଙ୍କ ଗୋଟାଏ ଡାଇଲଗ ମାନେ ପଡିଗଲା  ...ସେଇ ଯେଉଁ  ତାରିଖ ପେ…