ରାଉରକେଲା : ତେଲୁଗୁପଡାରେ ଘଟିଥିବା ବିସ୍ଫୋରଣରେ କ୍ଷୟକ୍ଷତି ନିମନ୍ତେ ୭୦ ପରିବାରକୁ ଜରୁରୀ କାଳୀନ ରିଲିଫ ସହାୟତା
ରାଉରକେଲା-(ସୁଶାନ୍ତ ବେହେରା) ଗତ ତା-୧୭/୦୯/୨୦୧୮ ରିଖ ରାଉରକେଲା ସହରସ୍ଥିତ ମଧୁସୂଦନ ପଲ୍ଲୀର ତେଲୁଗୁପଡାରେ ଘଟିଥିବା ବିସ୍ଫୋରଣରେ କ୍ଷୟକ୍ଷତି ନିମନ୍ତେ ବିପନ୍ନ ୭୦ ପରିବାରଙ୍କୁ ଅଦ୍ୟ ତାରିଖ ତା-୨୫/୦୯/୨୦୧୮ ରିଖ ପୂର୍ବାହ୍ନ ସମୟରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…