ଗାନ୍ଧୀଜୟନ୍ତିରେ  ବିଜୁ ଯୁବବାହିନୀର ନିଶା ନିବାରଣ ଶପଥ ପାଠ

0

ରେଢ଼ାଖୋଲରୁ ଯଶୋବନ୍ତ ସାହୁ: ରେଢ଼ାଖୋଲ ବ୍ଲକ କଦଳୀଗଡ଼ ପଞ୍ଚାୟତ ରେ ଗାନ୍ଧୀଜୟନ୍ତି ଅବସରରେ ବିଜୁ ଯୁବବାହିନୀ ତରଫରୁ ଏକ ବୈଠକ ଅନୁଷ୍ଟିତ ହୋଇଯାଇଛି l ଉକ୍ତ ବୈଠକରେ ନିଶା ନିବାରଣ ପାଇଁ ଶପଥ ପାଠ କରିଥିଲେ l ଏବଂ ଆଗାମୀ ଦିନରେ କଦଳୀ ଗଡ଼ ଅଞ୍ଚଳ ରେ କେମିତି ନିଶା ନିବାରଣ ହେବ ସେହି ବିଷୟରେ ମଧ୍ୟ ଅାଲୋଚନା କରିଥିଲେ l

Leave A Reply

Your email address will not be published.