ଗୁଣୁପୁରରେ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ : ହିତାଧିକାରୀ ଙ୍କୁ ଚାଉଳ ବଣ୍ଟନ
( ଗୁଣପୁର ରୁ ସିଦ୍ଧାର୍ଥ ଦାଶ): ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଓଡିଶା ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାକୁ ଗାନ୍ଧି ଜୟନ୍ତୀ ଦିନ ଲୋକାର୍ପଣ କରିଥିଲେ । ଏଥି ନିମନ୍ତେ ଗୁଣପୁର ଗୋଷ୍ଠି ଉନ୍ନୟନ କାର୍ଯ୍ୟାଳୟ ଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ…