ଜିଲ୍ଲା ପରିଷଦର ସ୍ୱତନ୍ତ୍ର ବୈଠକ, ବୀମା କମ୍ପାନୀ ଓ କୃଷି ଉପନିର୍ଦ୍ଦେଶକଙ୍କ ଉପରେ ବର୍ଷିଲେ ନରସିଂହ
ଦାୟୀ ଘରୋଇ କଂପାନୀ ଚୋଳମଣ୍ଡଳମ୍ ବିରୋଧରେ ଫୌଜଦାରୀ ମାମଲା ପାଇଁ ନିର୍ଦ୍ଦେଶ
ବଲାଙ୍ଗିର,(ନିରୋଜ ମିଶ୍ର)- ସ୍ଥାନୀୟ ଜିଲ୍ଲା ପ୍ରକଳ୍ପ ପ୍ରେକ୍ଷାଳୟରେ ଏକ ସ୍ୱତନ୍ତ୍ର ଜିଲ୍ଲା ପରିଷଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାଟି ବିଶେଷ କରି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଦ୍ୱିତୀୟ ଚରଣ…