ମହାବାଳ ବାଘର ମୁଣ୍ଡ କାଟିନେଲେ !!!
ବରଗଡ଼/ଶାସକପ୍ରଶାସକ-ବରଗଡ଼ ଜିଲା ଭଟଲି ରେଞ୍ଜ ଅଧିନ ଖଜୁରିଆ ଗ୍ରାମ ନିକଟ ଦାମୋଦରପଡ଼ା ଜଙ୍ଗଲରେ ଗୋଟିଏ ମହାବଳ ବାଘକୁ ମାରି ପୋତି ଦେଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳଟି ଡେବ୍ରିଗଡ଼ ଅଭୟାରଣ୍ୟ ପରିସର ମଧ୍ୟରେ ରହିଛି। ବାଘକୁ ୨/୪ଦିନ ପୂର୍ବରୁ ମାରି ପୋତି ଦିଆଯାଇଥିବା ଅନୁମାନ…