Sign in
Sign in
Recover your password.
A password will be e-mailed to you.
Author
SPNEWS 56617 posts 0 comments
ଏଭରେଷ୍ଟ ବିଜୟିନୀ ସ୍ୱର୍ଣ୍ଣଲତାଙ୍କ ପ୍ରଶାସନର ସମ୍ବର୍ଦ୍ଧନା ।
ଯାଜପୁର(ଜୟଶଙ୍କର ଦାଶ): ଏଭରେଷ୍ଟ ଶୃଙ୍ଗ ଆରୋହଣକାରିଣୀ ଦାନଗଦୀ ବ୍ଲକ ଜଗାଢିହ ଗ୍ରାମର ସ୍ୱର୍ଣ୍ଣଲତା ଦଳେଇଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ପୂର୍ବାହ୍ନରେ ସମ୍ବର୍ଦ୍ଧିତ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଯାଜପୁରଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ଅତିରିକ୍ତ ଜିଲ୍ଲାପାଳ ମିହିର…
ଅସହାୟ ଭିନ୍ନକ୍ଷମଙ୍କୁ ରେଡକ୍ରସ ପକ୍ଷରୁ ସହାୟତା ।
ଯାଜପୁର (ଜୟଶଙ୍କର ଦାଶ): ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ବେଲପଡିଆ ଗ୍ରାମର ଚିନ୍ତାମଣି ଦାଶ ଜଣେ ଭିନ୍ନକ୍ଷମ ବ୍ୟକ୍ତି । ଦୁର୍ଭାଗ୍ୟଙ୍କୁ ତାଙ୍କର ଛୋଟ ପୁଅ ଝିଅ ଦୁହିଁଙ୍କର ଦୁର୍ଘଟଣା ବଶତଃ ହାତ ମଧ୍ୟ ଭାଙ୍ଗିଯାଇଛି । ସମଗ୍ର ପରିବାରଟି ସୋମବାର ଜିଲ୍ଲାପାଳଙ୍କ ଦ୍ୱାରସ୍ଥ…
ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସମ୍ପାଦନ ଉପରେ ଗୁରୁତ୍ୱାରୋପ
ଦ୍ଵିତୀୟ ଶ୍ରୀକ୍ଷେତ୍ର ରଥଯାତ୍ରା ପ୍ରସ୍ତୁତି ବୈଠକ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ତତ୍ୱାବଧାନରେ ଦେବୋତ୍ତର ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ …
ବିଶ୍ୱ ପରିବେଶ ଦିବସ କେବଳ ପ୍ରହସନ, ଏଣେ ଉଜୁଡ଼ୁଛି କେନ୍ଦୁ ବନ
ଅଫିସର-ମାଫିଆଙ୍କ ମଧୁଚନ୍ଦ୍ରିକା, ଢିଲା ପଡିଛି ଜଙ୍ଗଲ ସୁରକ୍ଷା
କଣ୍ଟାମାଳ ରେଞ୍ଜରୁ ବର୍ଷକ ମଧ୍ୟରେ ବିକ୍ରୀ ହୋଇଛି ଲକ୍ଷାଧିକ ଗଛ
କଣ୍ଟାମାଳ, ବୌଦ୍ଧ (ବଂଶିଧର ମାଝୀ/ ସିମୁନ୍ ନାଏକ) ଆଦିବାସୀଙ୍କ ଜୀବନ ଜୀବିକା ସହିତ ଯୋଡି ହୋଇଛି କେନ୍ଦୁ ଗଛ । କେନ୍ଦୁ ଗଛର ପତ୍ର ଠାରୁ ଆରମ୍ଭ…
ସାମ୍ବାଦିକଙ୍କ ପିତୃ ବିୟୋଗ
ରାୟଗଡ/ ସରୋଜ କୁମାର ସାହୁ : ଆଜି ସାମ୍ବାଦିକ ଶ୍ରୀଧର ଚୌଧୁରୀଙ୍କ ବାପା କାହୁଁ ଚରଣ ଚୌଧୁରୀଙ୍କ (୫୮ ବର୍ଷ ବୟସରେ) ବିଶାଖାପାଟଣାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ସ୍ୱର୍ଗତ ଚୌଧୁରୀ ବିଗତ ଦିନରେ ହାର୍ଟ ଅପରେସନ କରାଇଥିଲେ ଦୁଇଦିନ ତଳେ ତାଙ୍କ ଦେହ ଅସୁସ୍ଥ ହେବାରୁ…
ଚୋଚଲା ଜଳାଶୟ, ବିପଦରେ ବନ୍ୟଜନ୍ତୁ
ପଦ୍ମତୋଳା ଅଭୟାରଣ୍ୟ ଛାଡି ଗାଁ ମୁହାଁ ବନ୍ୟଜନ୍ତୁ
ହରଭଙ୍ଗା, ବୌଦ୍ଧ ( ସିମୁନ୍ ନାଏକ ); ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଅଂଚଳରେ ଦିନକୁ ଦିନ ତାତି ଅସହ୍ୟ ହେଉଥିବାରୁ ସାଧାରଣ ଲୋକେ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି । ଏହି ଅଂଚଳରେ ତାପମାତ୍ରା ୪୨ ଡିଗ୍ରୀ ଟପିଲାଣି । ନଳକୁପ…
ଋଷ ସହ ଦୀର୍ଘକାଳୀନ ଚୁକ୍ତି ଅନୁଯାୟୀ ପ୍ରଥମ ଏଲଏନଜି କାର୍ଗୋ ଦାହେଜରେ ପହଂଚିଲା
ଏକ ଭବ୍ୟ କାର୍ଯ୍ୟକ୍ରମରେ ସ୍ୱାଗତ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର
ନୂଆଦିଲ୍ଲୀ - ଋଷର ଗେଜପ୍ରାମ ମାର୍କେଟିଂ ଏଣ୍ଡ ଟ୍ରେଡିଂ ସିଙ୍ଗାପୁର (ଜିଏମଟିଏସ) ତଥା ଗେଲ ମଧ୍ୟରେ ଦୀର୍ଘକାଳୀନ ଅବଧିି ପାଇଁ ଚୁକ୍ତି ଅନୁଯାୟୀ ପ୍ରଥମ ଏଲଏନଜି କାର୍ଗୋ ସୋମବାର ଦିନ ଗୁଜରାତର ଦାହେଜରେ…