ଇସ୍ତଫା ଦେଲେ ସାଂସଦ ପ୍ରତ୍ୟୁଷା ରାଜେଶ୍ଵରୀଙ୍କ ପ୍ରତିନିଧି
ଘୁ.ଉଦୟଗିରି/Gagan Pradhan : ଘୁ.ଉଦୟଗିରି ବିଜ୍ଞପିତ ଅଞ୍ଚଳ ସଂସଦ ପ୍ରତିନିଧି ପଦରୁ ଇସ୍ତଫା ଦେଲେ କାଳୁ ଚରଣ ପଣ୍ଡା | ବିଜେଡି ସଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ କାର୍ଯ୍ୟରେ ଅସନ୍ତୋଷ ଭୁଲତ କରି ତଥା ଘୁ ଉଦୟଗିରି ଏନଏସି ପ୍ରତି ଅବହେଳା ଯୋଗୁଁ ନିଜ ପଦରୁ ଇସ୍ତଫା ଦେବା ପାଇଁ…