ଆଇଏଏସ ପଦୋନ୍ନତି ପରେ ଯିଏ ଯେଉଁଠି ସିଏ ସେଇଠି : ଖାଲି ଯାହା ପଦବୀ ବଦଳିଲା, ପଦବୀ ଅପ ଗ୍ରେଡ଼ ହେଲା
ଭୁବନେଶ୍ବର : କିଛି ଦିନ ତଳେ ପଦୋନ୍ନତି ପାଇଥିବା ଆଇଏଏସ୍ ଅଫିସରଙ୍କୁ ରାଜ୍ୟ ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି । ଆଇଏସ ପଦୋନ୍ନତି ପରେ ଯିଏ ଯେଉଁଠି ସିଏ ସେଇଠି : ଖାଲି ଯାହା ପଦବୀ ବଦଳିଲା | ବିଭାଗ ସମାନ, ଆଉ ସ୍ଥାନ ସମାନ | କେବଳ ଆବଶ୍ୟକ ଅନୁଯାୟୀ ପଦବୀକୁ ଯାହା ଅପ ଗ୍ରେଡ଼…