ବରଗଡ଼ ଜିଲ୍ଲାର ପ୍ରଭାରୀ ହେଲେ ବାସୁଦେବ।
ବାସୁଦେବପୁର - ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ, ପରେ ଏ ବି ଭି ପି ର କାର୍ଯ୍ୟକର୍ତ୍ତା, , ପରେ ପରେ ବିଜେପି, ତାପରେ ବିଜେପି ର ଭଦ୍ରକ ଜିଲ୍ଲା ଉପସଭାପତି, ଏମିତି ଅନବରତ ଦଳପ୍ରତି ନିଷ୍ଠା କାର୍ଯ୍ୟକର୍ତା ଙ୍କୁ ଭଲପାଇବା,ରାଷ୍ଟ୍ର ପ୍ରତୀ ସମର୍ପଣ, ଆଉ ମା ଭାରତୀ ଙ୍କ ସେବା କୁ ଜୀବନର ବ୍ରତ…