ଆସନ୍ତା କାଲି ଭାରତ- ଆୟର୍ଲାଣ୍ଡ  ମୁକାବିଲା :୪ ଓଡ଼ିଆ ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର 

  ସୁଶାନ୍ତ ବେହେରା :.ଭାରତ ତାର ପ୍ରଥମ ଉଦଘାଟନ ମ୍ୟାଚ ରେ ବିଶ୍ୱ ର (୨)ନଂ ଦଳ ଇଂଲଣ୍ଡ ସହିତ ମ୍ୟାଚ ଡ୍ର କରି ପଏଣ୍ଟ ଭାଗକରିଛି । ସେହିପରି ଆୟର୍ଲାଣ୍ଡ   ତାର ପ୍ରଥମ ମ୍ୟାଚରେ ଆମେରିକାକୁ ପରାସ୍ତ କରି ପୁରା ପଏଣ୍ଟ ପାଇଁ ଦୃଢ ମନ ବଳ ବୃଦ୍ଧି ପାଇଛି। ଆୟର୍ଲାଣ୍ଡ  ଫରୱାର୍ଡ ଖେଳାଳି ଖୁବ…

ଜୀବିତ ଠାବ ହୋଇ ପାରିଲାନି, ଶବ ମିଳିଲା 

ଆହତ ଦନ୍ତା ହାତୀର ମୃତ୍ୟୁ ବଡ଼ବିଲ / ଚିତ୍ତ ରଞ୍ଜନ କର : କେନ୍ଦୁଝର ଜିଲ୍ଲା ଚମ୍ପୁଆ  ରେଞ୍ଜ ଅନ୍ତର୍ଗତ ଚମକପୁର ଠାରେ ଏକ ଆହତ ଦନ୍ତାହାତୀ ଶେଷରେ ଆଖି ବୁଜିଛି। ୨୧ ତାରିଖ ଠାରୁ ବନ ବିଭାଗ ଦ୍ଵାରା ଆହତ ଦନ୍ତା ହାତୀର ଚିକିତ୍ସା ଆରମ୍ଭ ହୋଇଥିଲେହେଁ, ୨୨ ତାରିଖ ଠାରୁ ହାତୀଟି ତଳେ ପଡ଼ି…

ଏନ୍କାଉଣ୍ଟରରେ ଅପରାଧୀ ସୁଶାନ୍ତ ପ୍ରଧାନ ଓ ରାଜେଶ ରେଡି ଆହତ

  ଖଲ୍ଲିକୋଟ ସାନଘାଟି ଛକରେ ଏନ୍ କାଉଣ୍ଟର ଏହି ଏନ୍କାଉଣ୍ଟରରେ ଅପରାଧୀ ସୁଶାନ୍ତ ପ୍ରଧାନ ଓ ରାଜେଶ ରେଡି ଆହତ |ଏମାନଙ୍କ ଠାରୁ 2 ଲକ୍ଷ ଟଙ୍କା ଗୋଟିଏ କାର ଓ ଦୁଇ ଗୋଟି ବନ୍ଧୁକ ଜବତ ଆହତ ମାନଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭତ୍ତି | ସୁଚନାଯୋଗ୍ୟ କି ଗତ କିଛି ଦିନ ତଳେ ଖଲ୍ଲିକୋଟ ଟୋଲ…

ଦୀର୍ଘ ୧୦ ବର୍ଷ ଧରି ଟିଟୋର ଅପରାଧୀକ ସାମ୍ରାଜ୍ୟ କିଏ ଚଳାଉଥିଲା ? ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ : ବିଜେପି

‘ନେତା ଲିଂକ’କୁ ଲୁଚାଇବା ପାଇଁ ‘ବାବୁ ଲିଂକ’କୁ ଯୋଡିବାର ବିଜେଡିର ସୁଚିନ୍ତିତ ଯୋଜନା ପଦାରେ ପଡିଲା  ଭୁବନେଶ୍ୱର /କଟକ : ଦୀର୍ଘ ୧୮ ବର୍ଷ ଭିତରେ ରାଜ୍ୟରେ ଅପରାଧୀକ ସାମ୍ରାଜ୍ୟ ବୃଦ୍ଧି ପାଇଛି । ଶାସକ ବିଜେଡି ନେତାଙ୍କ ପ୍ରତ୍ୟକ୍ଷ ପୋତ୍ସାହନରେ କୁଖ୍ୟାତ ଅପରାଧୀମାନେ କୋଟି କୋଟି…

ଷ୍ଟ୍ରକଚରାଲ ଏବଂ ଫେବ୍ରିକେଶନ ସପ୍‍ ସାମୁଦାୟିକଙ୍କ ସୃଜନଶୀଳ କାର୍ଯ୍ୟ ଫଳରେ କମ୍ପାନୀର ଉଲ୍ଲେଖନୀୟ ସଂଚୟ ହାସଲ

    ରାଉରକେଲା/ ସୁଶାନ୍ତ ବେହେରା :  ରାଉରକେଲା ଇସ୍ପାତ କାରଖାନାର ଷ୍ଟ୍ରକଚରାଲ ଏବଂ ଫେବ୍ରିକେଶନ ସପ୍‍ର ଉଦ୍ୟୋଗୀ ସାମୁଦାୟିକଙ୍କ ଅଭିନବ ପ୍ରଚେଷ୍ଟା ଯୋଗୁ ନଷ୍ଟହୋଇ ପଡିରହିଥିବା ଏକ ଟ୍ରେଲର୍‍ ବଡିକୁ ସଫଳତାର ସହ ପୁନଃଉଦ୍ଧାର କରି ଏହାକୁ କାର୍ଯ୍ୟକ୍ଷମ କରାଯାଇ ପାରିଛି । ସୂଚନାଯୋଗ୍ୟ…

ଗାଁ ପରିମଳ ଧୋବା ତୁଠରୁ  :  ହରଭଙ୍ଗା ପଂଚାୟତ ସମିତିରେ ସ୍ୱଚ୍ଛ ଭାରତ ମିଶନ ବାଟବଣା

  ବ୍ଲକ ପ୍ରବେଶ ପଥ ପାଲଟିଛି ଏନଏଚ ବିଭାଗର ଆବର୍ଜନା କୁଣ୍ଡ ବୌଦ୍ଧ(ସିମୁନ୍ ନାଏକ) : କଥାରେ ଅଛି ଗାଁ ପରିମଳ ଧୋବା ତୁଠରୁ | ସେହି ଢଙ୍ଗରେ ହରଭଂଗା ବ୍ଲକ ସ୍ୱଚ୍ଛତା ଅଭିଯାନ କେମିତି ଜାରି ରଖିଛି ତାହା ପ୍ରମାଣିତ ହୋଇ ଯାଉଛି ଏହି ବ୍ଲକର କାର୍ଯ୍ୟାଳୟ ଫାଟକ ନିକଟରୁ |  ପ୍ରଧାନ ମନ୍ତ୍ରୀ…

ଆରମ୍ଭ ହେଲା  ସବୁଜ ମହାନଦୀ ମିଶନ୍ ଯୋଜନା 

ମନମୁଣ୍ଡାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମୂଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ  କଣ୍ଟାମାଳ,ବୌଦ୍ଧ(ବଂଶିଧର ମାଝୀ/ସିମୁନ୍ ନାଏକ) ;  ମହାନଦୀ ଓଡିଶାବାସୀଙ୍କ ଜୀବନରେଖା ହୋଇଥିବା ବେଳେ ଏହାର ଜଳପ୍ରବାହକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସବୁଜ ମହାନଦୀ ଅଭିଯାନ ମୂଖ୍ୟମନ୍ତ୍ରୀଙ୍କ ଏକ ଅଭିନବ…

ନିଆରା ଢଙ୍ଗରେ ସ୍ୱଚ୍ଛତା ସହ ପଲିଥିନ ମୁକ୍ତ ଗ୍ରାମ ପାଇଁ ଅଭିଯାନ 

 ସଚେତନତା ବାର୍ତ୍ତା ଦେଲେ ତୁମୁରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ।  ପଦ୍ମପୁର/ନୀଳ ଦୀପ  ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଳକ ତୁମୁରିପାଣି ଗ୍ରାମରେ ରଥଯାତ୍ରା ଧୂମଧାମରେ ପାଳିତ ହୋଇଛି ।ଏ ବର୍ଷ ରଥଯାତ୍ରା ଟିକେ ନିଆରା ଢଙ୍ଗରେ…

ବିଜେପି ରେମୁଣା ଶାଖା ପକ୍ଷରୁ ରକ୍ତଦାନ ଶିବିର 

  ବାଲେଶ୍ୱର,(ଉଜ୍ଜ୍ୱଳ କର ): ବିଜେପି ରେମୁଣା ନିର୍ବାଚନମଣ୍ଡଳୀ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କୁକୁଡ଼ାପଦସ୍ଥିତ ଦଳୀୟ ଶାଖା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଏହି ଶିବିରକୁ ଉଦ୍ଘାଟନ କରିଥିଲେ । ରକ୍ତଦାନ ଭଳି ମହତ…