ନିମକଣା ଟ୍ରେନ୍ ଲାଇନରୁ ଅଜଣା ଯୁବକର ମୃତଦେହ ଉଦ୍ଧାର,ମିଳୁନି ପରିଚୟ

0

ତିର୍ତ୍ତୋଲ/Ramesh Mohanty :ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ମଣିଜଙ୍ଗା ପଞ୍ଚାୟତର ନିମକଣା (ପି ଏଚ୍)ରେଳ ଧାରଣା ପାଖରେ ଶନିବାର ମଧ୍ଯାନ୍ନରେ ଏକ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର ହୋଇଛି।ଟ୍ରେନ୍ ଧକ୍କାରେ ଯୁବକର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି।ଖବର ପାଇ ମୃତଦେହକୁ ପାଖାପାଖି ଦିନ ୨ଟା ସୁଧା ସ୍ଥାନୀୟ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିବା ବେଳେ ରାତ୍ରି ପର୍ଯ୍ୟନ୍ତ ମୃତଦେହଟି ସେଠାରେ ପଡିରହିବା ପରେ କୌଣସି ପରିଚୟ ନ ମିଳିବା ଯୋଗୁଁ ରେଳବାଇ ପୋଲିସ ମୃତଦେହକୁ ନେଇଯାଇଥିବା ଜଣାପଡିଛି।

 

Leave A Reply

Your email address will not be published.