ଶୁଣ୍ଢି ସମାଜର ଜିଲ୍ଲାସ୍ତରୀୟ ସମାବେଶ
ଝାରବନ୍ଧରୁ ସଦାନନ୍ଦ ବେହେରା:- ବରଗଡ଼ ଜିଲ୍ଲା ଠାରେ ଶୁଣ୍ଢି ସମାଜ ର ଏକ ଜିଲ୍ଲାସ୍ତରୀୟ ବିଶାଳ ସମାବେଶ ଅନୁଷ୍ଠିତ ହୋଇ ଯାଇଛି। ଉଦ୍ଧବ ବେହେରାଙ୍କ ସଭାପତିତ୍ୱ ରେ ବରଗଡ଼ ଜିଲ୍ଲାର ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି।
12 ଟି ବ୍ଲକ ର 600 ରୁ ଅଧିକ ସଭ୍ୟ ଯୋଗଦାନ…