ସକାଳୁଆ ସ୍କୁଲ ଥିଲା , ହେଲେ ପହଂଚି ପାରିଲେନି 

କାର-ବାଇକ ମୁହାଁମୁହିଁ ୨ ଶିକ୍ଷକ-ଶିକ୍ଷୟିତ୍ରୀ ମୃତ  ବୌଦ୍ଧ(ସିମୁନ୍ ନାଏକ)  ; ବୌଦ୍ଧ ଜିଲ୍ଲା ୫୭ ନଂ ଜାତୀୟ ରାଜପଥର ନୂଆପଡା ବ୍ରିଜ ନିକଟରେ କାର ଓ ବାଇକ ମୁହାଁମୁହିଁ ଧକ୍କା ହୋଇ ଘଟଣା ସ୍ଥଳରେ ହିଁ ବାଇକ ରେ ଥିବା ଦୁଇଜଣ ମୃତ୍ୟୁ  ହୋଇଥିଲା । ମୃତକ ଦୁଇଜଣ ହେଲେ ହରଭଙ୍ଗା ବ୍ଲକ…

ଏନ୍ଏଚ୍ ୫୭ ରେ ମର୍ମନ୍ତୁଦ ଦୁର୍ଘଟଣା :  ଶୈବ ପୀଠକୁ ଯାତ୍ରା ପୁର୍ବରୁ ଚାଳକ ପାଲଟିଲେ ଶବ

 ୨ ଗୁରୁତର ଙ୍କ ସମେତ ୫ କାଉଡିଆ ଆହତ ବୌଦ୍ଧ(ସିମୁନ୍ ନାଏକ ; ଶ୍ରାବଣ ମାସର ପବିତ୍ର ସୋମବାର ଦିନ ଶୈବପୀଠରେ ଜଳାଭିଷେକ କରିବା ପାଇଁ ଗାଡି ଯୋଗେ ନୟାଗଡ ଜିଲ୍ଲା ଇଟାମାଟି ଅଂଚଳରୁ ଏକ କାଉଡିଆ ଦଳଙ୍କୁ ନେଇ ପ୍ରଶିଦ୍ଧ ହରିଶଙ୍କର ମନ୍ଦିର ଅଭିମୁଖେ ଏକ କୃଇଜର ଗାଡି ଯୋଗେ ଯାଉଥିବା ବେଳେ…

ରାଜ୍ୟର ପ୍ରଗତି ବିରୋଧୀ ଦଳଙ୍କର ସହ୍ୟ ହେଉନାହିଁ: ବିଜେଡି

  ଭୁବନେଶ୍ୱର : ଓଡ଼ିଶାରେ ଜଳସେଚନର ବିକାଶ ଦ୍ରୁତ ଗତିରେ ଆଗେଇ ଚାଲିଛି । ବିଗତ ୧୮ବର୍ଷ ମଧ୍ୟରେ ପାଖାପାଖି ୧୫ଲକ୍ଷ ହେକ୍ଟର ଜମି ଜଳସେଚିତ କରାଯାଇଛି । ୨୦୦୦ ମସିହାରେ ୨୪.୮୭ ଲକ୍ଷ ହେକ୍ଟର ଜମିରେ ଜଳସେଚନର ବ୍ୟବସ୍ଥା ଥିବା ବେଳେ ତାହା ବୃଦ୍ଧି ପାଇ ମାର୍ଚ୍ଚ ୨୦୧୭ ସୁଦ୍ଧା ୩୮.୧୬ ଲକ୍ଷ…

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ଆମର ସମର୍ଥନ କେବଳ ଜେଡିୟୁକୁ ଥିଲା

ଭୁବନେଶ୍ୱର : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜୁ ଜନତା ଦଳ କେଉଁ ପରସ୍ଥିତିରେ ଜେଡିୟୁ ପ୍ରାର୍ଥୀଙ୍କୁ ସମର୍ଥନ ଦେଲେ, ତାହା ସ୍ପଷ୍ଟ ଭାବେ ଦଳ ପକ୍ଷରୁ ଗଣମାଧ୍ୟମ ଓ ରାଜ୍ୟର ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଛି । ରାଜ୍ୟସଭା ଉପାଧ୍ୟକ୍ଷ ପଦ ଏକ ସାମ୍ବିଧାନିକ ପଦ ହୋଇଥିବାରୁ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସବ୍‍ଡିଭିଜନ୍‍ ପାଇଁ ଅନୁରୋଧ ଜଣାଇଲା ସେମିଳିଗୁଡ଼ା ନାଗରିକ ମଞ୍ଚ

ଭୁବନେଶ୍ୱର : ନନ୍ଦପୁର, ସେମିଳିଗୁଡ଼ା, ପଟାଙ୍ଗୀ, ନାରାୟଣପାଟଣା, ବନ୍ଧୁଗାଁ ଆଦି ଓଡ଼ିଶାର ସୀମାନ୍ତବର୍ତ୍ତୀ ବ୍ଲକ । ଏହିସବୁ ବ୍ଲକଗୁଡିକରେ ପଡେ଼ାଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଭଳି ରାଜ୍ୟ ବିଭିନ୍ନ ସମୟରେ ଅବାଧ ଅନୁପ୍ରବେଶ କରୁଛି । ଏହାର ସଦ୍ୟତମ ଉଦାହରଣ ହେଉଛି କୋଟିଆ ଗାଁରେ ଆନ୍ଧ୍ର…

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ କୁଲତା ସମାଜର ଜନସାଧାରଣ

  ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର କୁଲତା ସମାଜ ବିଶେଷକରି ଏକ ଚାଷୀ ସମାଜ । ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପାଇଁ ଯେଉଁସବୁ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି, ସେଥିରେ ଏହି କୁଲତା ସମାଜ ଲାଭବାନ ହୋଇପାରିଛି । ସରକାରଙ୍କ ସମସ୍ତ ଯୋଜନା ଏହି ସମାଜ ପାଖରେ ପହଂଚିପାରିଛି । ଏଭଳି ସଫଳତା…

ତୈଳ ବିଶୋଧନାଗାର କାର୍ଯ୍ୟକ୍ଷମ ପଦ୍ମ ଘୁଂଚି ଘୁଂଚି  ଯାଉଛି , ସରକାରୀ ଅଣଦେଖା

ଏକତା ମଞ୍ଚ ପକ୍ଷରୁ କାର୍ଯ୍ୟକ୍ଷମ ଦାବି ଯାଜପୁରରୋଡ୍ (ସୁବାଷ ନାୟକ ): ଏକତା ମଞ୍ଚର ଜନସତ୍ୟାଗ୍ରହ ତୃତୀୟ ଦିବସରେ ଅଶୋଧିତ ତୈଳ ବିଶୋଧନାଗାର କାର୍ଯ୍ୟକ୍ଷମ କରିବାକୁ ଦାବି ହୋଇଛି । ଓଡ଼ିଶା ରାଜସ୍ୱକୁ ଯାଜପୁର ଜିଲ୍ଲା ସିଂହଭାଗ ଦେଉଥିବାବେଳେ  ଜିଲ୍ଲାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର…

ବିଧାୟକ ଆୟୁବ ଖାଁ  ଜାବୁଡ଼ା ମାରିଲେ 

   କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାନଙ୍କ ନିକଟକୁ ଅଭିଯୋଗ କରିବାକୁ ଆସିଥିବା ଜଣେ ଯୁବକଙ୍କୁ ସେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ତୁରେଇକେଲା ବ୍ଲକ କୁଇବାହାଲ ଗ୍ରାମର ସୁବାସ ପୁଟେଲ ନାମକ ଜଣେ ଯୁବକ ବିଧାୟକ ଆୟୁବ ଖାନଙ୍କ ପାଖକୁ କୌଣସି ଏକ ଘଟଣାକୁ ନେଇ…

    ମୁଖ୍ୟମନ୍ତ୍ରୀ ମହୋଦୟ….ଆପଣଙ୍କ ଘୋଷଣା କି ପାଣିର ଗାର !!!!

୨୦୧୬ ସୁଦ୍ଧା ମୟୂରଭଞ୍ଜରୁ ବିମାନ ଘୋଷଣା ପାଲଟିଛି  ପ୍ରହସନ ବାରିପଦା(ଦିଲ୍ଲୀପ ମହାନ୍ତି )- ବିଜଦର ପ୍ରତିଶ୍ରୁତି ନିହେଁ ଗ୍ୟାରେଣ୍ଟି ଓ କଥାରେ ବିଶ୍ୱାସ ନୁହେଁ, କାର୍ଯ୍ୟରେ ବିଶ୍ୱାସ ନାରାରେ କେତେ ସତ୍ୟତା ଭରି ରହିଛି ତାହା ଭାତହାଣ୍ଡିରୁ ଗୋଟାଏ ଭାତ ଭଳି ୨୦୧୫ ନଭେମ୍ବର ୨୦ ଶୁକ୍ରବାର…

ନେତା ଆଉ ଟାଟା କମ୍ପାନୀ  ମିଶି  ଚାହୁଁଛନ୍ତି ଏ ଅଂଚଳର ପିଲା ମୂର୍ଖ ବା ଅପାଠୁଆ ହୁଅନ୍ତୁ !

କାଳିଆ ପାଣି./ଦୟାନିଧି ମହାନ୍ତ: ଆଦିବାସୀ ବହୁଳ ସୁକିନ୍ଦା ଖଣିଅଂଚଳ ଆଜି ଦେଖିବାକୁ ଗଲେ ସବୁ ଦିଗରୁ ଅନଗ୍ରସର l ଏ ଅଂଚଳରେ ବିଭିନ୍ନ କମ୍ପାନୀ ମାନଙ୍କର ମନାମାନୀ ଯୋଗୁ ଅନେକ ସରକାରୀ ସ୍କୁଲ କୁ ଅଣ ଦେଖା କରାଯାଉଛି ଆଉ କେତୋଟି ବନ୍ଦ ହୋଇ ଗଲାଣି l ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ରଂl…